Browsing Tag

cyclone

ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ପ୍ରଭାବରେ ମୌସୁମୀ କରିବ ପ୍ରବେଶ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ୨୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ୨୩ ତାରିଖରେ ସଂପୃକ୍ତ କ୍ଷେତ୍ରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ…

ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ ବାତ୍ୟା ‘ବିପର୍ଯ୍ୟୟ’, ଘଣ୍ଟାପ୍ରତି ବେଗ ରହିଛି ୫ କିଲୋମିଟର

କେନ୍ୟୁଜ(ବ୍ୟୁରୋ): ପ୍ରଳୟ ରଚିବ ବିପର୍ଯ୍ୟୟ । ଆଜି ଅତ୍ୟଧିକ ଭୟଙ୍କର ରୂପ ଧାରଣ କରିବ । ଆରବ ସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟାପ୍ରତି ବେଗ ରହିଛି ୫ କିଲୋମିଟର ।…

ଗଭୀର ସମୁଦ୍ରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ବିପର୍ଯୟ, ଜୁନ ୧୨ରୁ ରଚିବ ତାଣ୍ଡବ

କେନ୍ୟୁଜ୍(ବ୍ୟୁରୋ): ଗଭୀର ସମୁଦ୍ରରେ ବଳ ଗୋଟାଉଛି ଭୀଷଣ ବାତ୍ୟା ବିପର୍ଯୟ । ଏବେ ଏହା ପୂର୍ବ-କେନ୍ଦ୍ର ଆରବ ସାଗରରେ ରହିଛି । ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତରଦିଗ ଆଡ଼କୁ ଗତି କରୁଛି । ଆଜି ସକାଳୁ ଏହି ଭୀଷଣ ବାତ୍ୟା କେନ୍ଦ୍ରୀଭୂତ ହୋଇଛି । ଗୋଆ ଠାରୁ ପଶ୍ଚିମ ଦିଗରେ ୭୦୦ କିଲୋମିଟର…

ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି ‘ବିପର୍ଯ୍ୟୟ’, ଘଣ୍ଟାପ୍ରତି ୨ କିଲୋମିଟର ବେଗରେ ଉତ୍ତର ଦିଗରେ କରୁଛି ଗତି

ନୂଆଦିଲ୍ଲୀ : ଆରବ ସାଗରରେ କେନ୍ଦ୍ରୀଭୂତ ରହିଛି ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ ବିପର୍ଯ୍ୟୟ । ଏବେ ଏବେ ଘଣ୍ଟାପ୍ରତି ୨ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି । ଏହାପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢିବ ବାତ୍ୟା । ଆସନ୍ତାକାଲି ଯାଏ ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟର…

ଦକ୍ଷିଣ ଭାରତ ମହାସାଗରରେ ବଳ ଗୋଟାଉଛି ବାତ୍ୟା ଫାବିଏନ, ରଚିବ ତାଣ୍ଡବ

କେନ୍ୟୁଜ୍‌(ବ୍ୟୁରୋ): ‘ମୋକା' ପ୍ରଭାବ ନସରୁଣୁ 'ଫାବିଏନ’ ଭୟ । ଦକ୍ଷିଣ ଭାରତ ମହାସାଗରରେ ବାତ୍ୟା ଫାବିଏନ । ଯାହା ଶକ୍ତିଶାଳୀ ବାତ୍ୟାର ରୂପ ନେଇ ସାରିଛି । ସମାଲିଆ ଓ କେନିଆ ଆଡ଼କୁ ଗତି କରୁଛି ଏହି ଭୀଷଣ ବାତ୍ୟା । ଏବେ ଗଭୀର ମହାସାଗରରେ ୧୮୫ରୁ ୧୯୫ କିଲୋମିଟର ବେଗରେ ପବନ ବହିବାରେ…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୋକା’, ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ କରିବ ଲ୍ୟାଣ୍ଡଫଲ

ଭୁବନେଶ୍ୱର (କେନ୍ୟୁଜ): ଆହୁରି ଉଗ୍ର ହେଲା ବାତ୍ୟା । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଦୃଶ୍ୟମାନ ହେଲା ବାତ୍ୟା ମୋକାର ଆଖି । ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋକା ।…

ବଙ୍ଗୋପସାଗରରେ ଆହୁରି ଉଗ୍ର ହେଲା ବାତ୍ୟା,କାଲି ସନ୍ଧ୍ୟାରେ ନେବ ଅତି ଭୀଷଣ ରୂପ

କେନ୍ୟୁଜ୍(ବ୍ୟୁରୋ): ଆହୁରି ଉଗ୍ର ହେଲା ବାତ୍ୟା । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା । ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ପରେ ଧୀରେ ଧୀରେ ରିକର୍ଭ କରିବ ମୋକା । ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢ଼ିବ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ…

ବାତ୍ୟା ‘ମୋକା’ର ରୂପ ନେଲା ଗଭୀର ଅବପାତ,ମଧ୍ୟରାତ୍ରି ସୁଦ୍ଧା ଭୀଷଣ ରୂପ ଧାରଣ କରିବ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୋକା । ଆଜି ଆହୁରି ଉଗ୍ର ହେବ । ଅଧିକ ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିବ ବାତ୍ୟା । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ସାମୁଦ୍ରିକ ଝଡ଼ । ବାତ୍ୟାର ଗତିପଥ ଜାରି କରିଛି ଆମେରିକା ନୌସେନାର ଜଏଣ୍ଟ ଟାଇଫୁନ୍‌…

ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା, ‘ମୋଚା’ର ରୂପ ନେବ ଗଭୀର ଅବପାତ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା ମୋଚା । ଆଉ କିଛି ସମୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଡିପ୍‌ ଡିପ୍ରେସନ୍‌ ସକ୍ରିୟ ରହିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ…

ରାତି ସୁଦ୍ଧା ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଗଭୀର ଅବପାତ । ରାତି ସୁଦ୍ଧା ନେବ ବାତ୍ୟାର ରୂପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟା ମୋଖାରେ ପରିଣତ ହେବ। କ୍ରମଶଃ ଅଧିକ ଘନୀଭୂତ ହୋଇ କାଲି ସକାଳ ସୁଦ୍ଧା ମୋଖା ଭୀଷଣ ବାତ୍ୟାର ରୂପ ନେବ। ଏହା…

ଆଜି ସୃଷ୍ଟି ହେବ ବାତ୍ୟା : ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଡିପ୍ରେସନ୍‌

(କେନ୍ୟୁଜ): ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା । ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ଅବପାତ । ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଡିପ୍ରେସନ୍‌ । ଏହା ଅଧିକ ଘନୀଭୂତ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ନେବ…

ବାଂଲାଦେଶ-ମିଆଁମାର ମୁହାଁ ବାତ୍ୟା: ୧୪ରେ କରିବ ଲାଣ୍ଡଫଲ୍‌, ଆକଳନ କରୁଛି ପାଣିପାଗ ସଂସ୍ଥା

(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନଜର ରଖିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା । ସାଇକ୍ଲୋନ୍‌ ବାଂଲାଦେଶ ଓ ମିଆଁମାର ଉପକୂଳରେ ହିଟ୍‌ କରିବ ବୋଲି ସମସ୍ତେ ପୂର୍ବାନୁମାନ କରୁଛନ୍ତି । ଓ୍ଵିଣ୍ଡିର ଦୁଇଟି ମଡେଲ୍‌ ବାତ୍ୟା ୧୪ ତାରିଖରେ ଲାଣ୍ଡଫଲ୍‌ କରିବା ନେଇ ଆକଳନ…