Browsing Tag

cyclone

ବାତ୍ୟା ଛୁଇଁ ନପାରେ ଓଡ଼ିଶା ଉପକୂଳ, ପ୍ରଭାବରେ ୧୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ

ଭୁବନେଶ୍ବର(କେନ୍ୟୁଜ୍):ସମ୍ଭାବ୍ୟ ବାତ୍ୟା ଅସାନୀ ଓଡ଼ିଶା ଉପକୂଳ ଛୁଇଁବନି । ତେବେ ଏହାର ପ୍ରଭାବରେ ୧୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହେବ । ୩ ଜିଲ୍ଲା ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୦ ତାରିଖରେ ସମୁଦ୍ରରେ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଲେ SRC: ଆଲର୍ଟରେ ୧୮ ଜିଲ୍ଲାର ଜିଲ୍ଲାପାଳ, NDRF-ଓଡ୍ରାଫ୍‌ ଓ…

ଭୁବନେଶ୍ବର(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଛନ୍ତି SRC । ଆଲର୍ଟରେ ଅଛନ୍ତି ୧୮ ଜିଲ୍ଲାର ଜିଲ୍ଲାପାଳ । NDRF, ଓଡ୍ରାଫ୍‌ ଟିମ୍‌ ଓ ଅଗ୍ନିଶମ ଅଧିକାରୀ ବି ସଜାଗ ଅଛନ୍ତି । ୧୭ଟି NDRF ଟିମ, ୨୦ଟି ଓଡ୍ରାଫ ଟିମ ଓ ୧୭୫ଟି ଫାୟାର ସର୍ଭିସ ଟିମ ଦରକାର ହେଲେ…

୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା, ୧୦ ରେ ଛୁଇଁପାରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ !

ଭୁବନେଶ୍ବର(କେନ୍ୟୁଜ):୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା । ଏହା ୧୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଉତ୍ତରଆନ୍ଧ୍ର-ଓଡ଼ିଶା ଉପକୂଳ ପହଞ୍ଚିବ । ତେବେ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ । ଏହା କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।…

ବାତ୍ୟା ହେବ କି ନାହିଁ କାଲି ସ୍ପଷ୍ଟ ହେବ, ଅଯଥା ଭୟଭୀତ ନହୋଇ ସତର୍କ ରୁହନ୍ତୁ: SRC

କେନ୍ୟୁଜ୍(ବ୍ୟୁରୋ):ଆସନ୍ତାକାଲି ସନ୍ଧ୍ୟା ପରେ IMD ସ୍ପଷ୍ଟ କରିବ ବାତ୍ୟା ହେବ କି ନାହିଁ। ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଖବର ପରିବେଷଣକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଉଛି। ବାତ୍ୟା ନେଇ ଏବେବି ସ୍ପଷ୍ଟ ହୋଇନି। ଅଯଥାରେ ଦର ବୃଦ୍ଧି ହେଉଛି। ଭୟଭୀତ ହୋଇ ଲୋକେ…

ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ SRCଙ୍କ ଆଲୋଚନା, ଲୋକଙ୍କୁ ନିରାପଦ ସ୍ଥାନକୁ ପ୍ରାଥମିକତା…

ଭୁବନେଶ୍ବର(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିନଥିଲେ ବି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରିଛନ୍ତି SRC । ଭିସିରେ ପ୍ରସ୍ତୁତ କରାଯାଉଛି ଆକ୍ସନ ପ୍ଲାନ । ସମ୍ଭାବ୍ୟ…

ସମ୍ଭାବ୍ୟ ବାତ୍ୟାର ମୁକବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର: ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସବୁ ବ୍ଯବସ୍ଥା କରିବାକୁ…

ଭୁବନେଶ୍ବର(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ମିଳିନଥିଲେ ମଧ୍ୟ ମୁକବିଲା ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ । ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିବାକୁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC । ବିପଦ ଆଶଙ୍କା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ…

ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ ! ବାତ୍ୟାର ମୁକାବିଲା ପାଇଁ ସତର୍କ ରହନ୍ତୁ କିନ୍ତୁ ଆତଙ୍କିତ ହୁଅନ୍ତୁ ନାହିଁ:…

ଭୁବନେଶ୍ବର(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ଜନିଷ ମହଜୁଦ ନ ରଖିବାକୁ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହା ଦ୍ୱାରା ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ । ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି ।…

ସମ୍ଭାବ୍ୟ ବାତ୍ୟା ନେଇ ବିଏମ୍‌ସିର ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ, ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ

ଭୁବନେଶ୍ବର(କେନ୍ୟୁଜ): ସମ୍ଭାବ୍ୟ ବାତ୍ୟା ନେଇ ବିଏମ୍‌ସିର ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ। ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କିପରି କରାଯିବ ସେ ନେଇ ଆଲୋଚନା…

ମେ’ ୧୦ ତାରିଖ ବେଳକୁ ଆସିପାରେ ବାତ୍ୟା ! ଓଡ଼ିଶାରେ ମାଡ଼ ହେବା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ): ଦାନା ବାନ୍ଧୁଛି ବାତ୍ୟା । ଯଦି ପ୍ରାକ ଆକଳନ ଠିକ ହୁଏ, ମେ’ ୧୦ ତାରିଖ ବେଳକୁ ଆସିପାରେ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢ଼ାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ । ଅଧିକାଂଶ…

୭ରେ ଲଘୁଚାପ, ବାତ୍ୟା ନେଇ ସନ୍ଦେହ: ଆଞ୍ଚଳିକ ପାଣିପାଗର ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୭ରେ ଲଘୁଚାପ ସମ୍ଭାବନା । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର…

ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ! ଅଧିକ ଘନୀଭୂତ ହେଉଛି ଡିପ୍‌ ଡିପ୍ରେସନ୍‌

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ଅସାନୀ । ଏବେ ଡିପ୍ରେସନ ଅଧିକ ଘନୀଭୂତ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଅବପାତ ନେବ ଗଭୀତ ଅବପାତ ବା ଡିପ୍‌ ଡିପ୍ରେସନ ହେବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୧୨ ଘଣ୍ଟାରେ ସାମୁଦ୍ରିକ ଝଡ଼…

ଓଡ଼ିଶାକୁ ନାହିଁ ବାତ୍ୟା ‘ଅସାନୀ’ର ବିପଦ : ଆଇଏମଡି ଡିଜି

କେନ୍ଯୁଜ୍: ଆସୁଛି ବାତ୍ୟା ଅସାନୀ। ବଙ୍ଗୋପସାଗରରେ ଲଘୁଚାପ। ଗତକାଲି ସଂଧ୍ୟାରେ ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆଜି ପୂର୍ବ ଆଡକୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ…