Browsing Tag

cyclonic storm

ଟେକ୍ସାସ୍ ଓ ମିସିସିପିରେ ଭୟଙ୍କର ଝଡ଼; ପବନରେ ଉଡ଼ିଲା ଘରର ଛାତ ଓ ଗାଡ଼ି, ୨ ମୃତ

ଆମେରିକାର ଟେକ୍ସାସ୍ ଓ ମିସିସିପିରେ ଭୟଙ୍କର ଝଡ଼ ସୃଷ୍ଟି ହୋଇଛି । ଶନିବାର ଗୋଟିଏ ପରେ ଗୋଟିଏ ଝଡ଼ରେ ଅନେକ ଗାଡ଼ି ଏବଂ ଘରର ଛାତ ଉଡ଼ିଯାଇଛି । ବହୁ ସଂଖ୍ୟକ ଗଛ ଓ ପୋଲ ଏଥିରେ କ୍ଷତିଗ୍ରସ୍ତ ହୋଇଛି । ଏହି ଘୂର୍ଣ୍ଣିଝଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଝଡ଼ର…

ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ମୁହାଁଉଛି ବାତ୍ୟା, ଆଜି କରିବ ଲ୍ୟାଣ୍ଡଫଲ

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ଫେଙ୍ଗାଲ । ଧୀରେ ଧୀରେ ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ମୁହାଁଉଛି ବାତ୍ୟା । ଚେନ୍ନାଇ ଠାରୁ ୨୧୦ କିଲୋମିଟର ଦୂରରେ ଅଛି । ଅପରାହ୍ନରେ କଡ଼ାଇକାଲ ଓ ମହାବଳୀପୁରମ ମଧ୍ୟରେ ତାମିଲନାଡ଼ୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବାତ୍ୟା । ଉପକୂଳ ଅତିକ୍ରମ କଲା ବେଳେ ପବନର…

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ, ଆଜି ନେବ ବାତ୍ୟାର ରୂପ

ଆସୁଛି ବାତ୍ୟା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ଆଜି ଏହା ବାତ୍ୟାର ରୂପ ନେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ଫେଙ୍ଗାଲ ରହିବ । ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ଦୁଇ…

ଆସନ୍ତା ୭ ଦିନ ଭିତରେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ : ଆଇଏମଡି ଡିଜି

ଭୁବନେଶ୍ୱର : ଅକ୍ଟୋବର ଆସିଲେ ବାତ୍ୟା ଭୟ ଘାରେ । ବାତ୍ୟା ନେଇ ଛନକା ପଶେ। ଅକ୍ଟୋବର ବାତ୍ୟାପ୍ରବଣ ମାସ । କିନ୍ତୁ ଆସନ୍ତା ୭ ଦିନ ଭିତରେ ଓଡ଼ିଶାକୁ କୌଣସି ବାତ୍ୟା ଭୟ ନାହିଁ । ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଆରବ ସାଗରରେ ଆଜିକାଲି ମଧ୍ୟରେ…

ଉତ୍ତରବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆଜି ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର : ଆସୁଛି ଲଘୁଚାପ । ପ୍ରବଳ ବର୍ଷିବ । ଉତ୍ତରବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ସାଙ୍ଗକୁ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୭ରେ ଲଘୁଚାପ ! ସାଇକ୍ଲୋନ୍ ନାଁ ମିଚାଉଙ୍ଗ

ବଙ୍ଗୋପସାଗରରେ ହେବ କି ବାତ୍ୟା ? ଲଘୁଚାପ ନେବ କି ସାମୁଦ୍ରିକ ଝଡ଼ ରୂପ ? କୁଆଡ଼େ ମୁହାଁଇବ ଲଘୁଚାପ ? ସମ୍ଭାବ୍ୟ ଲଘୁଚାପର ଗତିବିଧି ଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ ବଙ୍ଗୋପସାଗରରେ ବାତ୍ୟା ପୂର୍ବାନୁମାନ କରିଛନ୍ତି । ମାଳୟ…

ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ତେଜ୍, ଲାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ବେଗରେ ବହିବ ପବନ

କେନ୍ୟୁଜ୍(ବ୍ୟୁରୋ): ଆରବ ସାଗରରେ ଭୟଙ୍କର ରୂପ ଧାରଣ କରି ଆଗକୁ ବଢୁଛି ସାଇକ୍ଲୋନ୍ ତେଜ୍ । ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ ଭାବରେ ୟେମେନ ମୁହାଁ ହୋଇଛି । ତେଜ୍ ଏବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହାର ଘଣ୍ଟାପ୍ରତି ବେଗ ରହିଛି ୧୫ କିଲୋମିଟର । ଆଜି ମଧ୍ୟରାତି ପରେ ଭୋର ୩ରୁ…

ଆରବ ସାଗରରେ ବାତ୍ୟା: ଆସନ୍ତା ୬ ଘଣ୍ଟାରେ ହେବ ଅଧିକ ଘନୀଭୂତ

ନୂଆଦିଲ୍ଲୀ : ଆରବ ସାଗରରେ ବାତ୍ୟା । ଆଗକୁ ବଢୁଛି ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୬ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ଉତ୍ତର ଦିଗରେ ଗତି କରିବ ବିପର୍ଯ୍ୟୟ । ସମୁଦ୍ରରୁ ଅଧିକ ବଳ ଗୋଟାଇ…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ମେ’ରେ ପୁଣି ବାତ୍ୟା ଭୟ !

ଭୁବନେଶ୍ୱର (କେନ୍ୟୁଜ): ମେ' ମାସରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଦାନା ବାନ୍ଧିବ କି ସାଇକ୍ଲୋନ୍‌ । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ବାତ୍ୟା ରୂପ ନେବ କି ? ବିଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ମେ ଦ୍ୱିତୀୟ ସପ୍ତାହ ବେଳକୁ ବାତ୍ୟା ନେଇ ପୂର୍ବାନୁମାନ…

ଆମେରିକାରେ ପ୍ରବଳ ଘୂର୍ଣ୍ଣିଝଡରେ ୯ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ଆମେରିକାର ଓକଲାହୋମା ସହରର ସିଲସିଲେଓ୍ଵାରରେ ଭୟଙ୍କର ଘୂର୍ଣ୍ଣିଝଡ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୦୦ ଜଣ ଆହତ ହୋଇଛନ୍ତି । କିଛିଦିନ ପୂର୍ବରୁ ଭୟଙ୍କର ଘୁର୍ଣ୍ଣିଝଡରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ, ମୃତକଙ୍କ ସଂଖ୍ୟା ବଢି ୯ ରେ…

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମେଣ୍ଡସ୍‌’, କାଲି ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବାର…

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେଲା 'ମେଣ୍ଡସ୍‌' । ଗଭୀର ଅବପାତ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିମି ବେଗରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ପୁଡୁଚେରୀ…

ସୃଷ୍ଟି ହେଉଛି ସାମୁଦ୍ରିକ ଝଡ଼: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା

ନୂଆଦିଲ୍ଲୀ : ଡିସେମ୍ବରରେ ସୃଷ୍ଟି ହେଉଛି ସାମୁଦ୍ରିକ ଝଡ଼ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ବଳ ଗୋଟାଇ ଆଗକୁ ବଢୁଛି ସମ୍ଭାବ୍ୟ ସାଇକ୍ଲୋନ୍‌ "ମାଣ୍ଡସ୍‌" । ସାମନାକୁ ଆସିଲା ବାତ୍ୟାର ଗତିପଥ । କେଉଁ ବାଟ ଦେଇ ଯିବ । କେଉଁ ଉପକୂଳ ଦେଇ ଅତିକ୍ରମ କରିବ ମାଣ୍ଡସ୍‌ । ଦକ୍ଷିଣପୂର୍ବ…