Browsing Tag

cylinder blast in rohtak

ଚା କରିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର, ଘଟଣା ସ୍ଥଳରେ ମା ଏବଂ ୨ ପିଲା ମୃତ 

ରୋହତକ ଜିଲ୍ଲା ଗାଁ ରିଠାଲରେ ଛାତି ଥରାଇଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଚା ତିଆରି କରିବା ସମୟରେ ଗୋଟେ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ ହେବା ପରେ ବିସ୍ଫୋରଣ ହୋଇଥିଲା। ଏହି  ଦୁର୍ଘଟଣାରେ ଜଣେ ମହିଳା ଏବଂ ଝିଅ ଓ ପୁଅଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଘଟଣା ପରେ ସଦର ଥାନା ପୋଲିସ…