Browsing Tag

d prakash rao

ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

କଟକ: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଜି ସମ୍ପନ୍ନ ହୋଇଛି ଶେଷକୃତ୍ୟ । କଟକର କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କ ମୃତଦେହକୁ ବାସଭବନରୁ ଶୋଭାଯାତ୍ରାରେ ଶ୍ମଶାନକୁ ନିଆଯାଇଥିଲା। ଗତକାଲି କଟକ ବଡ଼ ମେଡିକାଲରେ…

ଆସନ୍ତା କାଲି ସକାଳ ୮.୩୦ ଡି.ପ୍ରକାଶ ରାଓଙ୍କ ମରଶରୀରକୁ ଦିଆଯିବ ଗାର୍ଡ ଅଫ ଅନର, ପ୍ରଶାସନ ତୁଲାଇବ ସବୁ ଦାୟିତ୍ବ

କଟକ(କେନ୍ୟୁଜ୍):  ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କର ଦେହନ୍ତରେ ଜିଲ୍ଳା ପ୍ରଶାସନ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଆସନ୍ତା କାଲି ସକାଳ ତାଙ୍କର ୮.୩୦ ମି. ସମୟରେ ଗାର୍ଡ ଅଫ…

ପରଲୋକରେ ଆଶା-ଆଶ୍ବାସନାର ପ୍ରତିଷ୍ଠାତା ତଥା ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ, କରୋନା ଆକ୍ରାନ୍ତ ହୋଇ SCBରେ…

କଟକ(କେନ୍ୟୁଜ୍): ପରଲୋକରେ ଆଶା-ଆଶ୍ବାସନାର ପ୍ରତିଷ୍ଠାତା ତଥା ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ।  କଟକ SCBରେ ଶେଷ ନିଶ୍ୱାସ ତ୍ୟାଗକଲେ ଡି.ପ୍ରକାଶ ରାଓ । ଗତ ଡିସେମ୍ବର ୨୫ରେ କରୋନା ଆକ୍ରାନ୍ତ ହୋଇ ଏସସିବି  କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ୪.୧୫ ମିନିଟରେ  ତାଙ୍କର…

ପଦ୍ମଶ୍ରୀ ପ୍ରକାଶ ରାଓ ଗୁରୁତର, କୋଭିଡ ଆକ୍ରାନ୍ତ ଥିବା ବେଳେ ଏବେ ଆଇସିୟୁରେ ଭର୍ତ୍ତି

କଟକ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ପ୍ରକାଶ ରାଓଙ୍କ ଅବସ୍ଥା ଗୁରୁତର ରହିଥିବା କହିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା। ଏବେବି ଆଇସିୟୁରେ ତାଙ୍କର ଚିକିତ୍ସା…

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଅବସ୍ଥାରେ କୌଣସି ଉନ୍ନତି ଦେଖାଯାଉନଥିବାରୁ ଏବେ ବି…

କଟକ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ପ୍ରକାଶ ରାଓଙ୍କ ଅବସ୍ଥା ଗୁରୁତର ରହିଥିବା କହିଛନ୍ତି ଏସସିବିର ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା। ଅବସ୍ଥାରେ କୌଣସି ଉନ୍ନତି ଦେଖାଯାଉନଥିବାରୁ…

ପଦ୍ମଶ୍ରୀ ଡି. ପ୍ରକାଶ ରାଓ କରୋନା ସଂକ୍ରମିତ,ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି

କଟକ(କେନ୍ୟୁଜ୍):  ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କରୋନା ସଂକ୍ରମିତ । ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ସମସ୍ତ ଚିକିତ୍ସା ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏବେ…