Browsing Tag

DA

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି, ୪ ପ୍ରତିଶତ ବଢ଼ିଲା ଡିଏ

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି । ୪ ପ୍ରତିଶତ ବଢ଼ିଲା ଡିଏ । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା -DA ବଢ଼ିଲା ୪ ପ୍ରତିଶତ । ସେହିପରି ପେନସନଧାରୀଙ୍କ TIରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି ହୋଇଛି । ଏହା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ଏନେଇ…

ପୁଣି ଥରେ ବଢିବ କେନ୍ଦ୍ରୀୟ କର୍ମଚାରୀଙ୍କ DA!

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢାଇବାକୁ ନେଇ ଖୁସି ଖବର ମିଳିପାରେ । ସୂଚନା ଅନୁସାରେ, ସରକାର ୨୦୨୩ ବର୍ଷର ଦ୍ୱିତୀୟ ଛଅ ମାସ ପାଇଁ ଡିଏ ବଢାଇ ପାରନ୍ତି । କର୍ମଚାରୀମାନେ ବର୍ତ୍ତମାନ ୨.୫୭ ପ୍ରତିଶତ ଫିଟମେଣ୍ଟ ଫ୍ୟାକ୍ଟର୍ ପାଇଛନ୍ତି। ଯଦି ଫିଟମେଣ୍ଟ ଫ୍ୟାକ୍ଟର ବଢିବା ନେଇ ଘୋଷଣା…

କ୍ୟାବିନେଟ ବୈଠକରେ ଲାଗିଲା ମୋହର, କେନ୍ଦ୍ରୀୟ ର୍କଚରାରୀଙ୍କ ବଢ଼ିଲା ୪% ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ଆସିଲା ବଡ଼ ଖୁସିଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା ବା ଡିଏ ରେ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ମହଙ୍ଗା ଭତ୍ତାକୁ ୩୮…

କେନ୍ଦ୍ର ସରକାର ଡିଏ ବଢ଼ାଇବା ପରେ କର୍ମଚାରୀଙ୍କୁ ମିଳିବ ମାସିକ ଏତିକି ଦରମା, କେମିତି ଜାଣନ୍ତୁ

କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛନ୍ତି । ଏହି ବୃଦ୍ଧି ପରେ ଆପଣଙ୍କ ଦରମାରେ ବମ୍ପର ବୃଦ୍ଧି ହେବାକୁ ଯାଉଛି । ଏଠାରେ କହି ରଖୁଛୁ ଯେ, କେନ୍ଦ୍ରର ମୋଦି ସରକାର ସିଧାସଳଖ ୨୭,୦୦୦ ଟଙ୍କା ବୃଦ୍ଧି କରିବାକୁ ଯାଉଛନ୍ତି । ଜାଣିବା ପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ…

ଜୁଲାଇରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଏତିକି % DA, ସମୟ ପୂର୍ବରୁ ଜାଣି ନିଅନ୍ତୁ

କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ଜାନୁଆରୀ ୨୦୨୩ ପାଇଁ ଡିଏ ବା ମହଙ୍ ଭତ୍ତା ବୃଦ୍ଧି ଘୋଷଣା କରିନାହାଁନ୍ତି । ତେବେ ଏହାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରାଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀମାନେ ୩୮ ପ୍ରତିଶତ ହାରରେ ମହଙ୍ଗା ଭତ୍ତା…

ଜାଣନ୍ତୁ ଏଥର ମହଙ୍ଗା ଭତ୍ତା ବୃଦ୍ଧିରେ କିଏ କେତେ ଟଙ୍କା ପାଇବେ, ସାମ୍ନାକୁ ଆସିଲା ରିପୋର୍ଟ

କେନ୍ଦ୍ର ସରକାରଙ୍କ ଅଧିନସ୍ତ ସମସ୍ତ କର୍ମଚାରୀ ସମେତ ପେନସନ ଭୋଗୀଙ୍କୁ ହୋଲି ପୂର୍ବରୁ ମିଳିବ ବହୁତ ବଡ଼ ଭେଟି। ହୋଲି ଆରମ୍ଭ ପୂର୍ବରୁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତାକୁ ନେଇ ଏକ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି। ଯଦି ଆପଣ ବି ଏହି ଜୋନ ରେ ଅଛନ୍ତି ତେବେ ନିହାତି ଭାବେ ଆମ ଏ ଜରୁରୀ…

ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି: ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା । ପେନସନ ଭୋଗୀଙ୍କ ପାଇଁ ମଧ୍ୟ ବର୍ଦ୍ଧିତ ଭତ୍ତା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଞ୍ଜୁରି କରିଛନ୍ତି । ଜୁଲାଇ ପହିଲା ୨୦୨୨ରୁ ପିଛିଲା ଭାବେ ଲାଗୁ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ପାର୍ବଣ ଋତୁ ଅବସରରେ ବଢ଼ିବ ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ଖୁସି ଖବର। ପାର୍ବଣ ଋତୁ ଅବସରରେ କର୍ମଚାରୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଦେବେ ବଡ଼ ଉପହାର। ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଉପକୃତ ହେବେ ୪୭ ଲକ୍ଷ କର୍ମଚାରୀଙ୍କ ସହ ୬୮ ଲକ୍ଷ ପେନସନଭୋଗୀ। ଜାଣନ୍ତୁ କେବେଠୁ ଆଉ କେତେ…

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ୧୪% ବଢ଼ିଲା ମହଙ୍ଗା ଭତ୍ତା

ରେଳ ବିଭାଗର କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ମହଙ୍ଗା ଭତ୍ତା। ରେଲୱେ ବୋର୍ଡ ପକ୍ଷରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୪ ପ୍ରତିଶତ ବଢ଼ାଇ ଦିଆଯାଇଛି। ଏହି ଭତ୍ତା ବଢ଼ିବା ପରେ ସାରା ଦେଶର ଲକ୍ଷ ଲକ୍ଷ ରେଳ ବିଭାଗର କର୍ମଚାରୀ ଉପକୃତ ହେବେ। ରେଲୱେ କର୍ମଚାରୀଙ୍କ ପାଇଁ ସବୁଠୁ ଖୁସିର…

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଖାତାକୁ ଆସିବ 3 DA ବକେୟା ଟଙ୍କା

ଗତ ଦେଢ ବର୍ଷ ଧରି ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ମାନେ ଯେଉଁ ଖବରରକୁ ଅପେକ୍ଷା କରିଥିଲେ ତାହାର ଅନ୍ତ ଘଟିଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ସଂଗଠନ ନ୍ୟାସନାଲ କାଉନସିଲ୍ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଏକ…

କରୋନା ପାଇଁ ବଢ଼ିବନି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କରୋନା ପାଇଁ ବଢ଼ିବନି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର । ୨୦୨୦ ଜାନୁଆରୀ ପହିଲାରୁ ଅତିରିକ୍ତ DA ମିଳିବ ନାହିଁ । ସେହିପରି କେନ୍ଦ୍ର ପେନସନଧାରୀଙ୍କୁ ମଧ୍ୟ ଅତିରିକ୍ତ ମହଙ୍ଗା ଭତ୍ତା ମିଳିବ ନାହିଁ ।…