ଅପହରଣ ମାମଲା: ପୂର୍ବତନ ଡକାୟତ ସୀମା ପରିହାରଙ୍କୁ ୪ ବର୍ଷ ଜେଲ୍, ୩ ସହଯୋଗୀଙ୍କୁ ବି ମିଳିଲା ଦଣ୍ଡ
ଅପହରଣ ଓ ଅର୍ଥ ଦାବି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ଡକାୟତ ସୀମା ପରିହାର ଏବଂ ତାଙ୍କର ତିନି ସହଯୋଗୀଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଉତ୍ତର ପ୍ରଦେଶର ଔରାୟା କୋର୍ଟ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି । ଦଣ୍ଡ ଘୋଷଣା ପରେ…