Browsing Tag

dacoit gang arrested

ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ, ୩ ଦେଶୀ ବନ୍ଧୁକ ସହ ୪୮,୭୦୦ ଟଙ୍କା ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ । ରାଜଗାଙ୍ଗପୁର, କୁତ୍ରା ବଡ଼ଗାଁ ଥାନା ଅଞ୍ଚଳରେ ଲୁଟ ,ରାହାଜାନୀ , ଡକାୟତି ଆଦି ଘଟଣାର ମାଷ୍ଟର ମାଇଣ୍ଡ ଅରବିନ୍ଦ ତିର୍କିକୁ କୁତ୍ରା ପୋଲିସ ଗିରଫ କରିଛି । ଅରବିନ୍ଦ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ୩୧ଟି ଅପରାଧ…

ପୁରୀ:ସଦର ଥାନା ପୋଲିସ ଦ୍ଵାରା ୬ ଜଣିଆ ଡକାୟତି ଗ୍ୟାଙ୍ଗ ଗିରଫ

ପୁରୀ(କେନ୍ୟୁଜ୍): ପୁରୀ ସହରକୁ ଅପରାଧମୁକ୍ତ କରିବା ପାଇଁ ଏସପି କେ.ବିଶାଲ ସିଂହଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଚଢ଼ାଉ ଜାରି ରହିଛି। ଡକାୟତି ଯୋଜନା ବେଳେ ସଦର ଥାନା ପୋଲିସ ଦ୍ଵାରା ୬ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରାଯାଇଛି।  ସେମାନଙ୍କ ଠାରୁ ଦୁଇଟି ଅଫୁଟା…

ଧରାପଡିଲେ ସରକାରୀ ଅଫିସରୁ ଚୋରି କରୁଥିବା ଡକାୟତ ଗ୍ୟାଙ୍ଗ: ୫ ଜଣକୁ ଗିରଫ କଲା ସୁନ୍ଦରଗଡ଼ ପୋଲିସ

ସୁନ୍ଦରଗଡ଼(କେନ୍ୟୁଜ୍):ପୋଲିସ କବଜାରେ ସ୍କୁଲ ଓ ବିଭିନ୍ନ ସରକାରୀ ଅଫିସରେ ଚୋରି କରୁଥିବା ଡକାୟତ ଗ୍ୟାଙ୍ଗ। ୫ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ସୁନ୍ଦରଗଡ଼ ଥାନା ପୋଲିସ। ସେମାନଙ୍କ ଠାରୁ ୩ଟି ଗାଡ଼ି ସହ ବହୁ ବୈୁଦ୍ୟତିକ ସାମଗ୍ରୀ ଜବତ କରାଯାଇଛି। ୨ବର୍ଷ ଧରି ସୁନ୍ଦରଗଡ଼ ସଦର,…

ବନ୍ଧୁକ ମୁନରେ ୫୫୦ଟି ପାଣି ପାଇପ ଚୋରି କରିଥିବା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ସମ୍ବଲପୁର ପୋଲିସ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ । ଆମଲିପାଲିରେ ଥିବା ଏକ କିମ୍ପାନୀର ପାଣି ପାଇପ ଷ୍ଟୋକୟାର୍ଡ଼ ପାଣି ପାଇପ୍‌ ଚୋରି କରିଥିବା ୨୮ ଜଣଙ୍କୁ ଗିରଫ କରିଛି ଜୁଯୁମୁରା ଥାନା ପୋଲିସ । ଏମାନଙ୍କ ଠାରୁ ଦେଶୀ ବନ୍ଧୁକ ସହ ୪୦ ହଜାର ଟଙ୍କା ଓ ଗାଡ଼ିମୋଟର…

ପୁରୀରୁ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବିବେକ ଯାଦବ ଗିରଫ

ପୁରୀ(କେନ୍ୟୁଜ୍):  ପୁରୀ ପୋଲିସକୁ ସଫଳତା । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ । ଗିରଫ ଅଭିଯୁକ୍ତର ନାଁ ବିବେକ ଯାଦବ । ଘର ବିହାର କଟିହାର ଜିଲ୍ଲାର । ତା ନାଁରେ ପୁରୀ କୁମ୍ଭାରପଡା ଥାନା ସମେତ ଖଣ୍ଡଗିରି, ବରଗଡ଼, କ୍ୟାପିଟାଲ ଓ ଖାରବେଳନଗର ଥାନାରେ ଏକାଧିକ ମାମଲା…

ଯାଜପୁର: ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା: ୧୧ ଡକାୟତ ଗିରଫ, ନଗଦ ଟଙ୍କା ଓ ସୁନା ଅଳଙ୍କାର ସହ ବିଭିନ୍ନ…

ଯାଜପରୁ(କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳଛିି ବଡ ଧରଣର ସଫଳତା । ଏକ ବଡ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି ପୋଲିସ । ୧୧ଜଣ ଡକାୟତ ଗିରଫ ହେବା ସହ ସେମାନଙ୍କ ନିକଟରୁ ନଗଦ ୫ଲକ୍ଷ ୮୯ ହଜାର ଶହେ ଟଙ୍କା, ୭୬ଗ୍ରାମ ସୁନା, ୧୨କେଜି ରୂପା, ଗୋଟିଏ ବନ୍ଧୁକ,…

ବଡ ଧରଣର ଡକାୟତି ଉଦ୍ୟମ ଯୋଜନାକୁ ପଣ୍ଡ କଲା ଧର୍ମଶାଳା ପୋଲିସ, ବନ୍ଧୁକ, ଗୁଳି, ଅଳଙ୍କାର, ମାରଣାସ୍ତ୍ର ସହ ୪ ଡକାୟତ…

ଯାଜପରୁ (କେନ୍ୟୁଜ): ଏକ ବଡଧରଣର ଡକାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ଯାଜପରୁ ଜିଲ୍ଲା ଧର୍ମଶାଳା ପୋଲିସ । ଗତକାଲି ରାତିରେ ଜାରକା ନିକଟ ଦେଉଳି ପାହାଡରେ ଏମାନେ ଏକ ଜୁଏଲାରୀ ଦୋକାନରୁ ଲୁଟ କରିବାକୁ ଯୋଜନା ଚଳାଇଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିଥିଲା । ଘଟଣାସ୍ଥଳରୁ ୪ଜଣଙ୍କୁ ଗିରଫ…

ଯାଜପୁର: ଡକାୟତ ଉଦ୍ୟମ ପଣ୍ଡ, ପୋଲିସ ହାତରେ ୪ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଯାଜପୁର ରୋଡ(କେନ୍ୟୁଜ):  ଏକ ବଡ ଧରଣର ହକାୟତ ଉଦ୍ୟମ ପଣ୍ଡ କରିଛି କଳିଙ୍ଗନଗର ଥାନା ପୋଲିସ । ଗତ ୧୭ ତାରିଖ ବିଳମ୍ବିତ ରାତିରେ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ସିଆରିଆ ସ୍ଥିତ ଏକ ପରିତ୍ୟକ୍ତ ଘରେ ଡୁବୁରୀ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଡକାୟତି ଉଦ୍ୟମ କରୁଥିବା ବେଳେ ୪ ଜଣ ଡକାୟତଙ୍କୁ…

୫ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ଖଡ଼ିଆଳ ପୋଲିସ୍: ୪ ହାଜରରୁ ଅଧିକ ଟଙ୍କା, ଗାଡ଼ି ଓ ମୋବାଇଲ ଜବତ

ଖଡିଆଳ: ପୋଲିସ ହାତରେ ଧରାପଡିଲେ ୫ ଆନ୍ତଃଜିଲ୍ଲା ଡକାୟତ। ଖଡିଆଳ ପୋଲିସ ସେମାନଙ୍କଠାରୁ ପ୍ରାୟ ୪ ହଜାରରୁ ଅଧିକ ଟଙ୍କା ସହ ୬ଟି ମୋବାଇଲ ଫୋନ ଓ ୩ଟି ମୋଟରସାଇକେଲ ଜବତ କରିଛି । ଗତ ସେପ୍ଟେମ୍ବର ୨୩ ତାରିଖରେ ଖଡିଆଳ ଝୋଲପଥର ଗାଁର କପଡା ବ୍ୟବସାୟୀ କୋଶଳ ମେହେର ଓ ତାଙ୍କ ଦୁଇ ସାଙ୍ଗଙ୍କ ଠାରୁ…