Browsing Tag

dacoity arrested

ବାଲେଶ୍ବରରେ ଡକାୟତ ଗ୍ୟାଙ୍ଗର ୫ ଗିରଫ, ବିଭିନ୍ନ ଥାନାରେ ରହିଛି ମାମଲା

ବାଲେଶ୍ବର : ବାଲେଶ୍ବରରେ ବଡ଼ ଧରଣର ଡକାୟତ ଗ୍ୟାଙ୍ଗ ଗିରଫ। ଗ୍ୟାଙ୍ଗର ୫ ଡକାୟତ ଗିରଫ ହୋଇଥିବା ବେଳେ ୩ଜଣ ଅଛନ୍ତି ନାବାଳକ। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମଧ୍ୟ ଜଣେ ନାବାଳକ। ଏହି ନାବାଳକଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଗତ କିଛିଦିନ ଧରି ଏମାନେ ବାଲେଶ୍ଵର ସହର ଓ…

ଡକାୟତି ଉଦ୍ୟମ ପଣ୍ତ, ବନ୍ଧୁକ ସହ ୩ ଜଣକୁ ଗିରଫ କଲା ପୋଲିସ

ଡକାୟତି ଉଦ୍ୟମ ପଣ୍ତ । ବନ୍ଧୁକ ସହ ୩ ଜଣକୁ ଗିରଫ କଲା ଟାଉନ ଥାନା ପୋଲିସ । ବରଗଡ଼ SDPO ଅଫିସରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି । ବରଗଡ଼ ସହରର ଜିରା ବ୍ରିଜରୁ ୩ ଜଣ ଡକାୟତ ମାନଙ୍କୁ ଗିରଫ କରିଛି ଟାଉନ ପୋଲିସ । ମୁଖ୍ୟ…

କେନ୍ଦୁଝର: ଆନନ୍ଦପୁର ଉପକାରାଗାର ନିକଟରେ ରାହାଜାନି କରୁଥିବା ଅଭିଯୋଗରେ ୩ ଗିରଫ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଆନନ୍ଦପୁର ଉପକାରାଗାର ନିକଟରେ ରାହାଜାନି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌, ତିନିଟି ମୋବାଇଲ୍‌ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ଆନନ୍ଦପୁରର ଦୀପକଜେନା, ରଞ୍ଜନ ସେଠୀ ଓ ଦୀନବନ୍ଧୁ ଦାସ । ଗତକାଲି…