Browsing Tag

dadana death

ଦାଦନ ଖଟି ଯାଇଥିଲେ ରାଜ୍ୟ ବାହାରକୁ ହେଲେ ଫେରିଲା ତାଙ୍କ ମରଶରୀର

ବାଲିଗୁଡା: ଗରିବ ଘରେ ଜନ୍ମ । ତେଣୁ ଖଟିଲେ ଖାଇବ । ସେଥିଲାଗି ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଦି ପଇସା ରୋଜଗାର କରିବାକୁ । ରୋଜଗାର କଲେ ଘରେ ଚୁଲି ଜଳିବ । ସ୍ତ୍ରୀ ପିଲାଛୁଆଙ୍କ ପେଟକୁ ଭଲରେ ଦାନା ମୁଠେ ମିଳିବ । ଏଇ ଆଶାରେ କାମ କରିବା ପାଇଁ ଧାଉଁଛନ୍ତି । ହେଲେ ପରିବାର…

ଦାଦନ ଖଟିବାକୁ ଯାଇଥିଲେ ଫେରିବା ବାଟରେ ଚାଲିଗଲା ଜୀବନ, ବାପାକୁ ଫେରାଇ ଆଣିବାକୁ ଝିଅର ଆକୁଳ ନିବେଦନ

ସୁନ୍ଦରଗଡ :  କିଂଜିରିକେଲା ଥାନା ଅନ୍ତର୍ଗତ କୁକୁରିଡ଼ିହି ଗାଁ ର ସୁରେଶ ଲାରଙ୍ଗ । ଆଜକୁ ୨ ବର୍ଷ ପୂର୍ବେ ଯାଇଥିଲେ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କିଛି ମାସ କାମ କରିବା ପରେ କିଛି ପଇସା ନେଇ ଘରକୁ ଫେରୁଥିବା ବେଳେ ଅଧା ବାଟରେ ଏପରି କିଛି ଘଟିଗଲା ଯେ ଯାହା ଆପଣ ବି କେବେ…

ଦାଦନ ଖଟିବାକୁ ଯାଇ ପୁଅର ମୃତ୍ୟୁ, ହତ୍ୟା କରାଯାଇଥିବା ନେଇ ବାପା ଥାନାରେ ଅଭିଯୋଗ କରିବାରୁ ପୋଲିସ ଚିରିଦେଲା ଏତଲା

ପୁରୀ: ଦାଦନ ଖଟିବାକୁ ଯାଇ ମୃତ୍ୟୁ। ମୃତ ଯୁବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଇଗୁଆ ଗାଁର ହରିଶଙ୍କର ଜେନା। ବର୍ଷକ ତଳେ ହରିଶଙ୍କର ଦାଦନ ଖଟିବାକୁ ସୁରତ ଯାଇଥିଲେ। ସେଠାରେ ଥିବା ଏକ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିଲେ। ହେଲେ ଗତ ୧୭ତାରିଖରେ କମ୍ପାନୀ ଭିତରୁ ହରିଶଙ୍କରଙ୍କ ମୃତଦେହ…