ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ମାଟି ବୋହିଲେ ପାଟଣାଗଡ଼ ବିଡିଓ
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଡିଓ ଶ୍ରମିକ ଦିବସରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟ ତଦାରଖ କରିବାକୁ ଯାଇଥିବା ସମୟରେ ନିଜେ ଭାରରେ ମାଟି ବୋହିଥିଲେ । ମାଟି ବୋହିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ସୂଚନା ମୁତାବକ ପାଟଣାଗଡ଼…