ଖରା ପାଇଁ ଟ୍ୟାନ୍ ସମସ୍ୟା ଦେଖାଦେଉଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ
ଖରାଦିନେ ସାଧାରଣତଃ ସ୍କିନ୍ ଟ୍ୟାନ୍ ହୋଇଯାଇଥାଏ । ଥରେ ଟ୍ୟାନ୍ ହେବା ପରେ ଏହି ସମସ୍ୟା ସହଜରେ ଦୂର ହୋଇନଥାଏ । ସେଥିପାଇଁ ଆମେ ଅନେକ ଜିନିଷର ବ୍ୟବହାର କରିଥାଉ । ହେଲେ ଏହା ବେଳେବେଳେ ଆମ ସ୍କିନ୍କୁ ଆହୁରି ଖରାପ କରି ଦେଇଥାଏ । କିନ୍ତୁ ଘରୋଇ ଉପାୟ ମାଧ୍ୟମରେ ଏହି ସମ୍ୟାକୁ ଦୂର…