Browsing Tag

daily lifestyle tips

ଏହି ସବୁ ବଦ ଅଭ୍ୟାସ ଶରୀର ଉପରେ ପକାଇଥାଏ ଖରାପ ପ୍ରଭାବ, ଜାଣନ୍ତୁ

"ସ୍ୱାସ୍ଥ୍ୟ ହିଁ ସମ୍ପଦ" ଏହା ଆମେ ସମସ୍ତେ ଜାଣିଛେ । ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଖରାପ ଅଭ୍ୟାସ ଆମ ସ୍ୱାସ୍ଥ୍ୟକୁ ବିଗାଡ଼ିଦିଏ। ଏମିତି ଅନେକ ବଦ ଅଭ୍ୟାସ ରହିଛି। ଯାହା ଶରୀର ପାଇଁ ଘାତକ ହୋଇଥାଏ। ଏହାଦ୍ୱାରା ଶରୀର ଦୁର୍ବଳ ହୋଇଯାଏ। ଏହାକୁ…

ନାଚୁରାଲ ବିୟୁଟି ତଥା ଉଜ୍ୱଳ ତ୍ୱଚା ପାଇବାକୁ ଚାହୁଁଥିଲେ ମାନନ୍ତୁ ଏହି ସହଜ ଟିପ୍ସ

ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି । ବ୍ୟସ୍ତ ବହୁଳ ଜୀବନ ଭିତରେ ଆଜିକାଲି ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଅନେକ ସହଜ ଉପାୟ ଆପଣାଉଛନ୍ତି । ସୁନ୍ଦରତାର କଥା ଆସିଲେ ସମସ୍ତେ ନିଜ ଚେହେରାକୁ ସଜେଇବାକୁ ଲାଗି ପଡନ୍ତି । ସମୟ ଅଭାବ ହେତୁ କିଛିଜଣ ବିୟୁଟି ପ୍ରଡକ୍ଟସ ବ୍ୟବହାର କରନ୍ତି…

ପ୍ରତିଦିନ ଗାଧୋଇବା ଦ୍ୱାରା ଶରୀରରେ ଦେଖାଯାଏ ଏହିସବୁ ପାଶ୍ୱର୍ ପ୍ରତିକ୍ରିୟା, ଜାଣନ୍ତୁ

ଆମକୁ ଛୋଟବେଳୁ ପ୍ରତିଦିନ ଗାଧୋଇବା ପାଇଁ କୁହାଯାଇଥାଏ । ପରେ ଯାହା ଏକ ଅଭ୍ୟାସରେ ପରିଣତ ହୋଇଥାଏ । ପ୍ରତିଦିନ ଗାଧୋଇବା ଦ୍ୱାରା ତ୍ୱଚା ସଫା ରହିବା ଦ୍ୱାରା ଶରୀର ସୁସ୍ଥ ରୁହେ ବୋଲି ମନାଯାଏ । ବୟସ୍କ ତଥା ଗୁରୁଜନଙ୍କ କହିବା ଅନୁଯାୟୀ, ପ୍ରତିଦିନ ସ୍ନାନ କଲେ ଶରୀରରେ ଅଧା ରୋଗ ଦୂର ହୋଇଯାଏ…

ଗର୍ଭାବସ୍ଥା ପରେ ଶରୀରରୁ ଅନାବଶ୍ୟକ ଚର୍ବି ହଟାଇବା ପାଇଁ ପ୍ରତିଦିନ କରନ୍ତୁ ଏହି ସବୁ ଆସନ

ସାଧାରଣ ଭାବେ ଆମେ ଦେଖିଛେ ଯେ, ସି-ସେକ୍ସନ ଡେଲିଭରୀ ବା ସିଜେରିୟନ ପରେ ମହିଳା ମାନଙ୍କ ଓଜନ ବହୁତ ଶୀଘ୍ର ବଢ଼ିଯାଇଥାଏ । ଏହାକୁ ନେଇ ଅନେକ ଅବହେଲା ପ୍ରଦର୍ଶନ କରିଥାନ୍ତି । ଯଦି ସମୟ କ୍ରମେ ଏହାକୁ ନିୟନ୍ତ୍ରଣ ନ କରାଯାଏ ତେବେ ସ୍ଥାୟୀ ଭାବେ ଶରୀର ମୋଟାପା ହୋଇଯାଏ । କିଛି ସମୟରେ ଏହାର…

ଶରୀରରେ ହାଡ଼ଗଣ୍ଠି ଯନ୍ତ୍ରଣା ବଢ଼ିଗଲେ ଆପଣାନ୍ତୁ ଏହି ୪ଟି ଘରୋଇ ଉପାୟ

ଶରୀରକୁ ଆବଶ୍ୟକ ହେଉଥିବା ପୃଷ୍ଟିକର ଖାଦ୍ୟର ଅଭାବ ପାଇଁ ଅନେକ ରୋଗ ଦେଖାଯାଇଥାଏ। ଲୋକମାନଙ୍କ ବୟସ ଥିଲେ ମଧ୍ୟ ଖରାପ ଲାଇଫ ଷ୍ଟାଇଲ ପାଇଁ ସେମାନେ କମ ଦିନରେ ବୟସ୍କ ଦେଖାଯାଆନ୍ତି। କାରଣ ଅନେକ ସମୟରେ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ପାଇଁ ଅନେକ ରୋଗ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହା…

ପ୍ରତିଦିନ ବିଛଣା ପାଖରେ ରଖି ଶୁଅନ୍ତୁ ଗୋଟିଏ ପିଆଜ, ଫାଇଦା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପିଆଜର ବ୍ୟବହାର ଭାରତୀୟ ବ୍ୟଞ୍ଜନରେ କରାଯାଇଥାଏ। ତେବେ ଏହା ଖାଦ୍ୟର ସ୍ୱାଦ ବଢ଼ାଇବା ସାଙ୍ଗକୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଫାଇଦାଯୁକ୍ତ ହୋଇଥାଏ। କୁହାଯାଏ, ଖରାଦିନେ ଅଧିକ ମାତ୍ରାରେ ପିଆଜ ସେବନ କଲେ ଲୁ'ରୁ ରକ୍ଷା ମିଳିଥାଏ। ଆଜି ଆମେ ଆପଣଙ୍କୁ ପିଆଜର କିଛି ଚମତ୍କାରୀ ଫାଇଦା ବିଷୟରେ…

ଚା’ ପରେ ଏହି ସବୁ ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ୍ ପାଚନ ତନ୍ତ୍ର ଉପରେ ପଡିପାରେ ଖରାପ ପ୍ରଭାବ

ସକାଳୁ ଫ୍ରେଶ ମୁଡରେ ଦିନ ଆରମ୍ଭ କରିବାକୁ ହେଲେ କିମ୍ବା ଦିନସାରା ହାଲିଆ ହେବା ପରେ ଏକ କପ୍ ଚା' ମିଳିଗଲେ ଦେହ ମନ ତାଜା ହୋଇଯାଏ । କିନ୍ତୁ ଏହି ସମୟରେ ବ୍ୟକ୍ତି ଚା' ସହ ଏମିତି ଅନେକ ଜିନିଷ ଗ୍ରହଣ କରିଥାଏ । ଯାହା ଶରୀର ପାଇଁ ହାନିକାରକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ…

ମୋଟାପା ସମସ୍ୟାରୁୁ ମୁକ୍ତି ଚାହୁଁଥିଲେ ଖାଆନ୍ତୁ ପ୍ରତିଦିନ ଏହିସବୁ ଅଟାରୁ ପ୍ରସ୍ତୁତ ରୋଟି

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପ୍ରତି ଧ୍ୟାନ ଦେବାକୁ କାହାରି ପାଖେ ସମୟ ନାହିଁ । ଡାଏଟରେ ଖାଦ୍ୟକୁ ନେଇ ଅଣଦେଖା କରାଯାଉଥିବାରୁ କିଛି ଜଣ ଏଥିପାଇଁ ମୋଟାପାର ଶିକାର ହୋଇଥାନ୍ତି । ଏହାଦ୍ୱାରା ବ୍ୟକ୍ତି ପାଖରେ ମୋଟାପା ଜନିତ ସମସ୍ୟା ଦେଖାଯାଏ । ତେବେ ଏହାର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ…

କରୋନା କାଳରେ କରନ୍ତୁ ବ୍ୟାୟାମ, ଏହା ଆପଣଙ୍କ ଶରୀର ସହ ମନକୁ ରଖିବ ସୁସ୍ଥ 

ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ଗୋଟିଏ ଦିନରେ ପରଫେକ୍ଟ ହୋଇନଥାଏ । ଅର୍ଥାତ ହେଲ୍‌ଥ ଏକ ପ୍ରୋସେସ ହୋଇଥାଏ । ଏଥିପାଇଁ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଯାହାକି ଆମର ଅଭ୍ୟାସରେ ପରିଣତ ହୋଇଯାଏ । ତେବେ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ୍ସରସାଇଜ ବା ବ୍ୟାୟାମ ହୋଇଥାଏ…

ଲେମ୍ବୁ ଶୁଖିଗଲା ପରେ ଆପଣ ଏହିପରି ଭାବେ ତାକୁ କରିପାରିବେ ବ୍ୟବହାର, ଜାଣନ୍ତୁ

ପ୍ରାୟତଃ ସମସ୍ତଙ୍କ ଘରେ ଲେମ୍ବୁ ଶୁଖିଗଲେ ତାକୁ ଖରାପ ଭାବି ଫୋପାଡି ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଶୁଖିଲା ଲେମ୍ବୁକୁ ମଧ୍ୟ ବ୍ୟବହାର କରିବା ଦ୍ୱାରା ଏହା ଶରୀର ପାଇଁ ବେଶ ଉପଯୋଗ ହୋଇଥାଏ । ତେବେ ଆଜି ଆମେ ଶୁଖିଲା ଲେମ୍ବୁର ଉପକାରିତା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା…

ଲମ୍ବା ସମୟ ଧରି କାମ କରିବା ଶରୀର ପାଇଁ ହୋଇଥାଏ ବେଶ କ୍ଷତିକାରକ, ରିପୋର୍ଟରୁ ପ୍ରକାଶ

ଅଧିକ ସମୟ ଧରି କାମ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଏକ ତାଜା ରିପୋର୍ଟ ସାମ୍ନାକୁ ଆସିଛି । କରୋନା କାଳରେ ଏହି ରିପୋର୍ଟ ବିଷୟରେ ଜାଣିବା ମଧ୍ୟ ଖୁବ ଜରୁରୀ ହୋଇପଡିଛି । ଘରେ କାମ କରୁଥିବା କାରଣରୁ କାମ ସମୟରେ ଲୋକଙ୍କ…

କଲରା ଜୁସ ଶରୀରର ପାଇଁ ହୋଇଥାଏ ବେଶ ହିତକର, ଜାଣନ୍ତୁ ଏହାର ଫାଇଦା

କଲରା ଏକ ଏମିତି ପରିବା ଯାହା କାହାକୁ ପ୍ରାୟ ପସନ୍ଦ ଆସିନଥାଏ । ଏହା ପାଟିକୁ ସ୍ୱାଦ ଲାଗିନଥାଏ । କିନ୍ତୁ ଆପଣ ଜାଣନ୍ତି, ଏହା ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ । ପସନ୍ଦ ନଆସିବା ସତ୍ତ୍ୱେ ମଧ୍ୟ ଏହାକୁ ସମସ୍ତଙ୍କ ଘରେ ତିଆରି କରାଯାଏ । କାରଣ ଏହା ଶରୀର ପାଇଁ ମେଡିସିନ ସଦୃଶ୍ୟ କାମ କରେ…