Browsing Tag

dakayat arrest

ଡକାୟତି କରି ଖସିଯିବା  ସମୟରେ ଦୁଇଜଣଙ୍କୁ କାବୁ କଲେ ଅଞ୍ଚଳବାସୀ, ତଦନ୍ତ କରୁଛି ପୋଲିସ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ରାମପୁର ଅରିଗାଁ ମୁଖ୍ୟରାସ୍ତା ବାଗଡିଆ ଛକ ନିକଟରେ ଡକାୟତି କରି ଫେରାର ମାରୁଥିବା ସମୟରେ ଦୁଇଜଣ ବ୍ୟକ୍ତିଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଡକାୟତି କରିବା ପାଇଁ ଚାରିଜଣ ଯୁବକ  ବାଇକରେ ଆସିଥିଲେ । କିନ୍ତୁ ଗ୍ରାମବାସୀ ଦୁଇଜଣଙ୍କୁ କାବୁ କରିବାରେ…

ଡକାୟତି ଉଦ୍ୟମ ବେଳେ ୧୦ଜଣଙ୍କୁ ଗିରଫ କଲା ପୋଲିସ

ଯୋଡ଼ା(କେନ୍ୟୁଜ) : ଡକାୟତି ଉଦ୍ୟମ ପଣ୍ଡ । ଧରାପଡିଲେ ଡକାୟତି ଗ୍ୟାଙ୍ଗର ୧୦ ସଦସ୍ୟ। ଜଙ୍ଗଲରେ ଡକାୟତି ଉଦ୍ୟମ ବେଳେ ୧୦ଜଣଙ୍କୁ ଗିରଫ କରିଛି ଚମ୍ପୁଆ ପୋଲିସ। ସେମାନଙ୍କ ନିକଟରୁ ଏକ ବୋଲେରୋ ସହ ୨ଟି ବନ୍ଧୁକ, ୨ଟି ଅଫୁଟା ଗୁଳି, ୨ଟି କଟୁରୀ ଆଦି ଜବତ ହୋଇଛି। ଚମ୍ପୁଆ ଓ ଝୁମ୍ପରା ଅଞ୍ଚଳରେ…

ଗଞ୍ଜାମ ବଡ଼ଘାଟି ନିକଟରେ ଡକାୟତି ଉଦ୍ୟମ ଯୋଜନା ପଣ୍ଡ: ୪ ଗିରଫ, ପିସ୍ତଲ ଓ ମାରଣାସ୍ତ୍ର ଜବତ 

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ସଫଳତା । ଏକ ବଡ଼ ଡ଼କାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ପୋଲିସ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ନିକଟରେ ଗତକାଲି ବିଳମ୍ବତ ରାତିରେ କିଛି ଜଣ ଦୁର୍ବୃତ୍ତ ଡ଼କାୟତି କରିବା ନିମନ୍ତେ ଯୋଜନା କରୁଥିବା ନେଇ…

ଯାଜପୁର ପୋଲିସକୁ ସଫଳତା,  ଗିରଫ କଲା ୪ କୁଖ୍ୟାତ ଡକାୟତଙ୍କୁ

ଯାଜପୁର ଟାଉନ:  ଯାଜପୁର ପୋଲିସ ହାତରେ ଧରା ପଡିଲେ ୪ ଅନ୍ତଃରାଜ୍ୟ କୁଖ୍ୟାତ ଡକାୟତ । ବିଝାଂରପୁର ଥାନା ଅର୍ନ୍ତଗତ ସିଂହପୁର ସେତୁ ନିକଟରେ ଏକ ସୁନା ଦୋକାନ ଡକାୟତି କରିବା ଲାଗି ଏହି ଗ୍ୟାଙ୍ଗ ଯୋଜନା କରୁଥିବା ବେଳେ ଚାରି ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଏମାନଙ୍କ ନିକଟରୁ ଗୋଟିଏ…

କଣ୍ଟାବାଂଜି ପୋଲିସ ଦ୍ବାରା ୩ ଜଣିଆ ଅନ୍ତରାଜ୍ୟ ଡକାୟତ ଦଳ ଗିରଫ

କଣ୍ଟାବାଂଜି(କେନ୍ଯୁଜ୍) : ୩ ଜଣିଆ ଅନ୍ତରାଜ୍ୟ ଡକାୟତ ଦଳଙ୍କୁ ଗିରଫ କରିଛି କଣ୍ଟାବାଂଜି ପୋଲିସ । ଏମାନେ ଅନେକ ଦିନରୁ ଆଖାପାଖ ଅଂଚଳରେ ଡକାୟତି କରି ଆସୁଥିଲେ । ବିଭିନ୍ନ ଜାଗାରେ ଚଢଉ କରି ଏମାନଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାଁରେ ଜିଲ୍ଲା ଏବଂ ଜିଲ୍ଳା ବାହାରେ ବିଭିନ୍ନ ଥାନାରେ…