ଜୀବନ୍ତ ହେବ ଡାକୋଟା କାହାଣୀ, ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେଲା ମରାମତି କାମ
କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରେ ଥିବା ଷ୍ଟେଟ ହ୍ୟାଙ୍ଗରରେ ବିଜୁ ବାବୁଙ୍କ ଡାକୋଟାର ପେଣ୍ଟିଂ, ଡେଣ୍ଟିଂ କାମ ଚାଲିଛି। ଏହାପରେ ଡାକୋଟା ବିମାନର ବିଭିନ୍ନ ଅଂଶକୁ ପୁଣି ଥରେ ଷ୍ଟେଟ୍ ହ୍ୟାଙ୍ଗରରୁ ଟ୍ରେଲର ଜରିଆରେ ଟର୍ମିନାଲ-୧ ସମ୍ମୁଖକୁ ଅଣାଯିବ। ସେଠାରେ ଏହାକୁ…