ସଂନ୍ଧ୍ୟାରେ ଚାରୁ ଚୁସକି ସହ ନିଅନ୍ତୁ ଗରମା ଗରମ ଡାଲି ବରାର ମଜା, ମିନିଟରେ କରନ୍ତୁ ପ୍ରସ୍ତୁତ
ଆବଶ୍ୟକ ସାମଗ୍ରୀ
୧ କପ୍ ଚଣା ଡାଲି
ଅଧା କପ୍ କଟା ପିଆଜ
ଅଧା ଚାମଚ ହେଙ୍ଗୁ ପାଉଡର
ଅଧା ଚାମଚ ଅଦା ପେଷ୍ଟ
୨ ଚାମଚ ଲାଲ ଲଙ୍କା ପାଉଡର
୧/୪ ଚାମଚ ହଳଦି ପାଉଡର
ଅଳ୍ପ ଧନିଆ ପତ୍ର
ଅଳ୍ପ ଭୃଷଙ୍ଗ ପତ୍ର
ଲୁଣ ସ୍ୱାଦାନୁସାରେ
ତେଲ ଛାଣିବା ପାଇଁ
ପ୍ରସ୍ତୁତି…