Browsing Tag

dalmia cement

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣା : କାରଖାନା ଉପରେ ରୁଜୁ ହେଲା ତିନୋଟି ମାମଲା, ପ୍ଲାଣ୍ଟ ବାହାରେ…

ରାଉରକେଲା : ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣାରେ ରାଜଗାଙ୍ଗପୁର ଥାନାରେ ତିନୋଟି ମାମଲା ରୁଜୁ ହୋଇଛି । ଦଫା ୨୮୯ ଓ ୧୦୬ ରେ ରୁଜୁ ହେଲା ମାମଲା । ଡାଲମିଆ ସିମେଣ୍ଟ କାରଖାନାର ଅକ୍ୟୁପାୟର ଓ କାରଖାନା ମ୍ୟାନେଜରଙ୍କ ନାମରେ ମାମଲା ରୁଜୁ ହୋଇଛି । ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର…