ଜୟପୁର ତେଲେଙ୍ଗିରି ଡ୍ୟାମରେ ଲିକ୍, ସୁଇସ୍ ଗେଟରେ ୧୦୦ଫୁଟ ତଳେ
ଡ୍ୟାମରେ ଲିକେଜ୍। ଜୟପୁର ତେଲେଙ୍ଗିରି ଡ୍ୟାମରେ ଲିକ୍ ହୋଇଛି। ସୁଇସ୍ ଗେଟରେ ୧୦୦ଫୁଟ ତଳେ ଲିକେଜ ହୋଇଛି। ତେଲେଙ୍ଗିରି ଡ୍ୟାମରେ ଲିକ୍ ଯୋଗୁଁ ଇନ୍ଦ୍ରାବତୀ ନଦୀରେ ପାଣି ମିଶୁଛି। ଫଳରେ ପାଣି ଉଛୁଳି ଚାଷ ଜମିରେ ମାଡିଯିବା ଆଶଙ୍କା ରହିଛି। ଯାହା ଫଳରେ ରବି ଫସଲ ପ୍ରଭାବିତ ହେବା ଆଶଙ୍କା…