ନିବୃତି ଡ୍ୟାମ ନିର୍ମାଣରେ ଅନିୟମିତତା ଅଭିଯୋଗ : ଅନେକ ସ୍ଥାନରେ ଫାଟ, ଜମିକୁ ମାଡୁନି ପାଣି
ସୁବର୍ଣ୍ଣପୁର ଜିଲ୍ଲା ତରଭା ତୁଲୁଣ୍ଡା ଗାଁରେ ନିବୃତି ଡ୍ୟାମ୍ର କାମ ନିମ୍ନମାନର ହୋଇଥିବା ଅଭିଯୋଗ । ଡ୍ୟାମ୍ର ଅବସ୍ଥା ଖରାପ ଯୋଗୁ ଜମିକୁ ପାଣି ମାଡି ପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଆଖପାଖ ୧୦ଟି ପଞ୍ଚାୟତର ଚାଷୀଙ୍କ କ୍ଷେତକୁ ଜଳସେଚନ ଉଦ୍ଦେଶ୍ୟ ରଖି ଏହି ଡ୍ୟାମ୍ ନିର୍ମାଣ…