ଦାମ ରାଉତଙ୍କୁ ମନେ ପକାଇ ଝୁରୁଛି କାର୍ତ୍ତିକ ପାନ
ଭୁବନେଶ୍ୱର(କେନ୍ୟୁଜ୍) : ଆଜି ସ୍ମୃତି କାହା ପାଇଁ ସ୍ମୃତି… ତ ଆଉ କିଏ ସ୍ମୃତିକୁ ଝୁରୁଛି ପୁଣି… ସ୍ମୃତି କାହାକୁ ଝୁରୁଛି l ଏମିତି ଏକ ସ୍ମୃତିର କଥାକୁ ନେଇ ମନେ ମନେ ଝୁରୁଥିବା ଜଣେ ମଣିଷର କାହାଣୀ ଆମେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛୁ । ସମୟ ପ୍ରାୟ ସନ୍ଧ୍ୟା ଗଡି ଯାଇଥାଏ l…