Browsing Tag

damage

ଆସନ୍ତା ୨୪ ତାରିଖରେ ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍

ଆସନ୍ତା ୨୪ ତାରିଖରେ ବାତ୍ୟା ‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍ । ୨୭ ତାରିଖ ଯାଏଁ ଓଡିଶାର ପ୍ରଭାବିତ ଜିଲ୍ଲା ଗୁଡିକ ବୁଲି ଦେଖିବେ । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ…

ନିଆଁ ଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ, ଜଳି ପୋଡି ଛାରଖାର ହୋଇଗଲା ଗାଡ଼ି, ଦୋକାନ ଓ ଘର

କେନ୍ଦ୍ରାପଡ଼ା,ପୁରୀ : ନିଆଁର ଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ।  ଜଳି ପୋଡି ଛାରଖାର ହୋଇଗଲା ଗାଡ଼ି, ଦୋକାନ ଓ ଘର ।  ପୁରୀ ଜିଲ୍ଲା କଣାସ ଗଡ଼ିସାଗୋଦା ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ଅଘଟଣ ।  ବିଳମ୍ବିତ ରାତିରେ ଜଳିଗଲା ଦୁଇଟି ଦୋକାନ ସହ ପାସେଞ୍ଜର ଅଟୋ ।  ସର୍ଟ…

ହୋଲି ଖେଳିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହି ଜିନିଷ ପ୍ରତି, ହେବ ନାହିଁ କୌଣସି ସମସ୍ୟା

ବର୍ତ୍ତମାନ ସବୁଆଡେ ହୋଲି ମହୋତ୍ସବ ଜୋରସୋରରେ ଚାଲିଛି । ହୋଲି ସମୟରେ ବିଶେଷ କରି ସମସ୍ତ ଲୋକ ବିଭିନ୍ନ ପ୍ରକାରର କଲର ସହିତ ଖେଳୁଛନ୍ତି । ଏହି ରଙ୍ଗର ପର୍ବ ସମଗ୍ର ଦେଶରେ ପାଳନ କରାଯାଏ । ସମସ୍ତ ଲୋକ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳନ୍ତି । କିନ୍ତୁ ବେଳେବେଳେ ଏହି କଲରଗୁଡ଼ିକ ଆଖିରେ…

ହାଡକୁ ଖୋଳ କରୁଛି ଏହି ୫ଟି ଜିନିଷ : ଆଜି ହିଁ ବନ୍ଦ କରନ୍ତୁ ଖାଇବା

ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ ସମସ୍ୟାରେ ଶିକାର ହୋଇଥାନ୍ତି । ଯେପରି କି ଆଣ୍ଠୁ ଗଣ୍ଠି ଦରଜ । ପ୍ରଥମେ ଏଭଳି ସମସ୍ୟା କେବଳ ବୟସ୍କ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜି ଅଳ୍ପ…

ବାଟରେ ଅଟକିଲା ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍

ଭୁବନେଶ୍ବର: ଅଚଳ ହେଲା ଇଞ୍ଜିନ୍। ଅଧାରାସ୍ତାରେ ଅଟକିଲା ଟ୍ରେନ୍। ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ୍ ଟ୍ରେନ୍ର ଇଞ୍ଜିନ୍ ରାସ୍ତାରେ ଖରାପ ହୋଇଯାଇଥିଲା। ଢେଙ୍କାନାଳ ଶ୍ୟାମାଚରଣପୁର ଷ୍ଟେସନ ନିକଟରେ ଇଞ୍ଜିନ ଖରାପ ହୋଇଥିଲା। ଫଳରେ ଟ୍ରେନଟି ଅଟକି ଯାଇଥିଲା। ଅଳ୍ପକେ ଏକ ବଡ ଦୁର୍ଘଟଣା ଟଳି…