Browsing Tag

damodar rout

ପଞ୍ଚଭୂତରେ ବିଲୀନ ହେଲେ ଦାମୋଦର ରାଉତ, ମୁଖାଗ୍ନି ଦେଲେ ପୁଅ

ପୁରୀ (କେନ୍ୟୁଜ): ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହେଲା ଶେଷକୃତ୍ୟ । ବଡ଼ ପୁଅ ସମ୍ବିତ ରାଉତରାୟ ମୁଖାଗ୍ନି ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ପାରାଦୀପ ଓ ପୁରୀର ଅନେକ ଶୁଭେଚ୍ଛୁ…

ପରଲୋକରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ): ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଏନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସୂଚନାଯୋଗ୍ୟ ଯେ ୧୮…

ବରିଷ୍ଠ ନେତା ଦାମୋଦର ରାଉତ ଗୁରୁତର, ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର (କେନ୍ୟୁଜ): ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଇଛନ୍ତି। ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ…

ବିଜେପିରେ ଖୁସି ନାହାନ୍ତି ଦାମ ରାଉତ : ପୁଅ ସମ୍ବିତଙ୍କ ବଡ଼ ବୟାନ

ଭୁବନେଶ୍ବର : ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ୍‌ ରାଉତରାୟ। ସେ କହିଛନ୍ତି, ଦାମ ରାଉତ ଜଣେ ଡିସପୋଜେବୁଲ ଆଇଟମ ନୁହଁନ୍ତି । ଦାମ ରାଉତ ବିଜେଡିକୁ ଫେରିବା ପ୍ରସଙ୍ଗରେ ଉତ୍ତରେ ସେ କହିଛନ୍ତି, ରାଜନୀତିରେ ସବୁ କିଛି ସମ୍ଭବ।…

ଶେଷ ନିଶ୍ୱାସ ତ୍ୟାଗ କଲେ ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର, ଶେଷ ଦର୍ଶନ କଲେ ମୁଖ୍ଯମନ୍ତ୍ରୀଙ୍କ ସହ…

ଭୁବନେଶ୍ବର (କେନ୍ୟୁଜ୍) :ପରଲୋକରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଡା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ର । ସେ ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନେହଲତା ମହାପାତ୍ର ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗ…

ଦାମୋଦରଙ୍କ ସପକ୍ଷରେ ରାୟ, ଜାତିଆଣ ମାମଲା ହାଇକୋର୍ଟରେ ରଦ୍ଦ

ଭୁବନେଶ୍ବର (କେନ୍ଯୁଜ୍) : ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିରୋଧରେ ରୁଜୁ ଜାତିଆଣ ମାମଲା ହାଇକୋର୍ଟରେ ରଦ୍ଦ । କୁଜଙ୍ଗରେ ଏକ ସଭାରେ ଦାମୋଦର ଜିଲ୍ଲାପାଳ, ସାଂସଦଙ୍କ ପ୍ରତି ଜାତିଗତ ଆକ୍ଷେପ କରିଥିବା କୁଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାକୁ ରଦ୍ଦ କରିବା ପାଇଁ ଦାମୋଦର ରାଉତ…

ପୂର୍ବତନ ବିଧାୟକ ଦାମୋଦର ରାଉତ ବିଜେପିରେ ମିଶିବେ କି ? ଏନେଇ ଜୋର ଧରିଛି ଚର୍ଚ୍ଚା

ଭୁବନେଶ୍ବର (କେନ୍ୟୁଜ୍) : ବିଜେଡିର ପୂର୍ବତନ ବିଧାୟକ ଦାମୋଦର ରାଉତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦାମୋଦର ରାଉତ । କେଭି ସିଂହଦେଓଙ୍କ ସହ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିବା ଦାମୋଦର…

ରାମ ବନିଲେନି ଦାମ ! ଏରସମାରୁ ବାରିପଦା ଯାଏ ହଟହଟା

ଭୁବନେଶ୍ବର (କେନ୍ୟୁଜ୍) : ଆଗରୁ ଥିଲା । ଏବେ ଆହୁରି ବଢ଼ି ଯାଇଛି । ଆମେ କହୁଛୁ ଜଗତସିଂହପୁର ଜିଲ୍ଲାର ରାଜନୈତିକ ଉଷ୍ମତା କଥା । ବରିଷ୍ଠ ତଥା ଗରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜୁ ଜନତା ଦଳରୁ ବିଦା ହେବା ପରେ ଏବେ ଆଉ ଟିକେ ଗରମ ହୋଇଛି ଜିଲ୍ଲାର ରାଜନୀତି । ଛକାପଂଝା ଚାଲିଛି ଦାମ…

ଦାମଙ୍କ ପରେ ବାମ ! ପାରାଦୀପରୁ ଲଢିବାକୁ ପ୍ରସ୍ତୁତ

ଭୁବନେଶ୍ବର (କେନ୍ଯୁଜ୍) : ମୁହଁ ଖୋଲିଲେ ଡାକ୍ତର ଦାମୋଦର ରାଉତଙ୍କ ଭାଇ ଡାକ୍ତର ବାମଦେବ ରାଉତରାୟ । ସେ କହିଲେ ମୁଁ ଆଜି ବି ବିଜେଡିର ବୋଲି ନିଜକୁ ଭାବେ । ଏପରିକି ଭାଇଙ୍କ ଠାରୁ ମୋର ଲୋକପ୍ରିୟତା ଅଧିକ । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପାରାଦୀପରୁ ନିର୍ବାଚନ ଲଢିବାକୁ…

ବିଧାନସଭାରେ ବଦଳିଲା ଦାମଙ୍କର ଅାସନ, ଏବେ ବସିବେ ସିଟ୍ ନମ୍ବର F/୧୦

ଭୁବନେଶ୍ବର (କେନ୍ଯୁଜ୍) : ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ ଏବେ ବିଧାୟକ ଦାମୋଦର ରାଉତଙ୍କ ଆସନ ବଦଳିଛି । ଏଣିକି ସିଟ୍ ନମ୍ବର F/୧୦ରେ ବସିବେ ଦାମୋଦର ରାଉତ । ପୂର୍ବରୁ ସିଟ୍ ନମ୍ବର D/୩ରେ ବସୁଥିଲେ ଦାମ ରାଉତ । ଏବେ ସିଟ୍ ନମ୍ବର D/୩ରେ ସୁଦାମ ମାରାଣ୍ଡି ବସିବେ । ତେବେ ଆଜି…

ବିଧାନସଭାରେ କେଉଁଠି ବସିବେ ଦାମ? ପୁରୁଣା ସିଟରେ ବସି ପାରିବେନି ଦାମୋଦର

ଭୁବନେଶ୍ବର (କେନ୍ୟୁଜ୍) : ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ ଏବେ ବିଧାୟକ ଦାମୋଦର ରାଉତ ବସିବେ କେଉଁଠି । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିୟମ ମୁତାବକ କୌଣସି ବିଧାୟକ ଦଳ ଛାଡିଲେ ତାଙ୍କ ସଭ୍ୟପଦ ରହିବ ନାହିଁ। କିନ୍ତୁ ତାଙ୍କୁ ଦଳରୁ ବହିଷ୍କାର କଲେ, ତାଙ୍କ ସଭ୍ୟପଦ ରଦ୍ଦ ହେବ…