ଯଦି ଶିକ୍ଷକ ଏମିତି ହେବେ ତ ନିହାତୀ ବଦଳିବ ସରକାରୀ ସ୍କୁଲର ଚିତ୍ର, ଭାଇରାଲ୍ ହେଉଛି ଭିଡିଓ
ନୂଆଦିଲ୍ଲୀ: ଆମ ଦେଶରେ ସରକାରୀ ବିଦ୍ୟାଳୟର ବ୍ୟବସ୍ଥା କଥା ତ ଆପଣଙ୍କୁ ଜଣା । ଅଭିଭାବକ ମାନେ ନିଜ ପିଲାଙ୍କ ଆଡମିଶନ କରିବାକୁ ପଛଘୁଞ୍ଚା ଦିଅନ୍ତି । ଗୋଟିଏ ପଟେ ଯେଉଁଠାରେ ଘରୋଇ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନ କରାଯିବା ସହିତ ନୃତ୍ୟ, ସନ୍ତରଣ ଏବଂ କରାଟେ ଭଳି କଳାକୌଶଳ ଶିକ୍ଷା ଦିଅନ୍ତି,…