ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ, ଦେଖନ୍ତୁ ଭିଡିଓରେ କିପରି ୭୦ବର୍ଷର ବୃଦ୍ଧ ଡ୍ୟାନ୍ସ କରି ଧମାଲ୍ ମଚାଉଛନ୍ତି
ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ବୟସ । । ସତରେ ସେ କୁନି ଛୁଆଟେ ହେଉ କିମ୍ବା ଜଣେ ବୟସ୍କ ବ୍ୟକ୍ତି ଯଦି,କୌଣସି ଜିନିଷକୁ ନିଜ ମନରୁ କେହି କରିବାକୁ ଚାହେଁ ତେବେ ନିହାତୀ ସେ ତାହା କରିଦେଖାଇଥାଏ। ଯଦି ମନୋବଳ ଶକ୍ତ ଅଛି ତେବେ ତା ଆଗରେ ଯେକୌଣସି ବାଧା ଆସିଲେବି ସେ ନିର୍ଭୟରେ ତାର ସାମ୍ନା…