ଉଦଳା ପ୍ରିମିଅର ଲିଗରେ ଝୁମିଲେ ଦର୍ଶକ, ହସି ହସି ଗଡିଲେ
ଉଦଳା : ପ୍ରିମିଅର ଲିଗରେ ଝୁମିଲେ ଦର୍ଶକ । ନେଲେ ଭରପୁର ମଜା । ନିଆରା ଷ୍ଟାଇଲ୍ରେ କ୍ରିକେଟ୍ ମ୍ୟାଚ୍ । ଯାହାକୁ ଦେଖିବା ପାଇଁ ଜମିଥିଲା ଲୋକଙ୍କ ଭିଡ। ଆପଣ ଭାବୁଥିବେ ମ୍ୟାଚ୍ ଦେଖିବା ପାଇଁ ଭିଡ ଜମିଥିଲା ଏଥିରେ ବଡ଼ କଥା କଣ । କିନ୍ତୁ ପ୍ରକୃତ କଥାଟା ହେଲା କି କ୍ରିକେଟ୍ ମ୍ୟାଚ୍…