Browsing Tag

danger signal

Flood: ପୁଣି ବନ୍ୟା ଆଶଙ୍କା, ବିପଦ ସଙ୍କେତ ଛୁଇଁଲା ବୈତରଣୀ ଓ ଜଳକା

ଭଦ୍ରକ / ବାଲେଶ୍ଵର : ପୁଣି ଫୁଲିଲା ବୈତରଣୀ ନଦୀ । ବିପଦ ସଂକେତ ମୁହାଁ ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ୧୮.୨୮ ଉପରେ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗତ କାଲି ରାତିରୁ ବୈତରଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି ।…

Jalaka river: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି, ବିପଦ ସଙ୍କେତ ଛୁଇଁଲା ଜଳକା

ଜଳେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେପଟେ ବିପଦ ସଙ୍କେତ ଛୁଇଁଲା ଜଳକା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ…