ପ୍ରତିଥର ଫଟୋରେ ଜଳୁଥିଲା ପୁଅର ଆଖି, ଫ୍ଲାଶଲାଇଟ ପାଇଁ ଏପରି ହେଉଛି ଭାବି ଛାଡିଦେଉଥିଲେ ମା କିନ୍ତୁ ଡାକ୍ତରଙ୍କୁ…
ଆମେରିକାର ଟେକ୍ସାସ ଘଟିଛି ଏକ ଅତି ଆଶ୍ଚର୍ଯ୍ୟକର ଘଟଣା। ଯେଉଁଠି ଫଟୋ ଉଠାଇବା ସମୟରେ ଜଣେ ମା ନିଜ ପିଲାର ଏକ ଭୟଙ୍କର ରୋଗ ବିଷୟରେ ଜାଣି ପାରିଛନ୍ତି । ସୂଚନା ଅନୁଯାୟୀ ଏହି ପିଲାର ମା ଏକ ନୂଆ ମୋବାଇଲ କିଣିଥିଲେ ଯେଉଁଥିରେ ସେ ନିଜ ପୁଅର ଫଟୋ ଉଠାଉଥିଲେ । ତେବେ ଏହି ଫଟୋ ଗୁଡିକ ମାଧ୍ୟମରେ…