Browsing Tag

darabesha

ସମଗ୍ର ଏସିଆ ମହାଦେଶରେ ପ୍ରସିଦ୍ଧିଲାଭ କରିଥିବା ଏହି “ଡରାବେଶ”, ଜାଣନ୍ତୁ ଏହା କଣ?

ଭଞ୍ଜନଗର : ବେଶ ଭିତରେ ନିଆରା ବେଶ , “ଡେରାବେଶ” । କାଠ , ବାଉଁଶ ଓ ବେତ ଦେହରେ ରଙ୍ଗୀନ୍ କନା ଦେଇ ଚିତ୍ରିତ ମୁଖାର ସମାହାର ହେଉଛି, ଏହି ବେଶ । ତାହା ପୁଣି ବିଶାଳକାୟ ଏବଂ ଆକର୍ଷଣୀୟ । କାର୍ତ୍ତିକ ମାସର ପଞ୍ଚୁକ ଠାରୁ ପୂର୍ଣ୍ଣିମା ଯାଏଁ, ଆୟୋଜିତ ହୋଇଥାଏ ଏଭଳି ବିଭିନ୍ନ ପ୍ରକାରର ବେଶ ।…