Browsing Tag

daringbadi

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି BEO, ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

କନ୍ଧମାଳ (କେନ୍ୟୁଜ) : ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି BEO। ଦାରିଙ୍ଗବାଡ଼ି ବ୍ଲକ୍ ଶିକ୍ଷା ଅଧିକାରୀ ରସାନନ୍ଦ କର ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ବାନ୍ଧିଛି । ନ୍ୟାସନାଲ ପେନସନ ସ୍କିମରୁ ଟଙ୍କା ନିଜ…

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦାରିଙ୍ଗବାଡି, ଶୀତଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କନ୍ଧମାଳ (କେନ୍ୟୁଜ): ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଏଠାରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ। ଫୁଲବାଣୀରେ ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ି ରେ ୯ଡିଗ୍ରୀ ଭିତରେ ରହୁଛି ତାପମାତ୍ରା । ଶୀତଋତୁରେ ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଏଠିକାର…

ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ, ୮.୫ ଡିଗ୍ରୀକୁ ଖସିଲା ପାରଦ

କନ୍ଧମାଳ (କେନ୍ୟୁଜ): ଦାରିଙ୍ଗବାଡ଼ିରେ ବର୍ଷର ପ୍ରଥମ ତୁଷାରପାତ। ଭୋରରୁ କେତେକ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ ଦେଖାଯାଇଛି । ପାରଦ ୮.୫ ଡିଗ୍ରୀକୁ ଖସି ଆସିଛି। ପର୍ଯ୍ୟଟକଙ୍କ ମନରେ ଖୁସି ଆଣିଦେଇଛି ଏହି…

ଥରାଇଲାଣି ଥଣ୍ଡା : ଦାରିଙ୍ଗବାଡ଼ିରେ ହାଲକା ଶୀତରେ ଉତ୍ସାହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ

ଦାରିଙ୍ଗବାଡ଼ି (କେନ୍ୟୁଜ): ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ । ହାଲକା ଶୀତ ସାଙ୍ଗକୁ ଘନ କୁହୁଡ଼ି । ଘନ କୁହୁଡ଼ି ରେ ଆଚ୍ଛାଦିତ ହେଉଛି କନ୍ଧମାଳ ଜିଲ୍ଲା ସମେତ ଦାରିଙ୍ଗବାଡ଼ି । ବିଗତ ୪୮ ଘଣ୍ଟା ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଖସିବାରେ ଲାଗିଛି । ଫଳରେ ଶୀତର ପ୍ରକୋପ…

ଶୀତର ପହିଲି ପରଶ: ମର୍ଣ୍ଣିଂ ୱାକ୍ ସାଙ୍ଗକୁ ଚା ଢ଼ୋକେର ମଜା କହିଲେ ନସରେ

ଦାରିଙ୍ଗବାଡ଼ି(କେନ୍ୟୁଜ୍) : କନ୍ଧମାଳରେ ଶୀତର ପହିଲି ପରଶ ଆଣି ଦେଇଛି ରୋମାଞ୍ଚ। ସକାଳର ଘନ କୁହୁଡିରେ ଢେର ବିଳମ୍ବ ଯାଏ ନିଜର ପଶରା ମେଲି ଧରୁଛି। ଥଣ୍ଡା ପାଗରେ କାକର ଭିଜା ପ୍ରକୃତି କେବଳ ସ୍ଥାନୀୟ ବାସିନ୍ଦା ନୁହେଁ, ପର୍ଯ୍ୟଟକଟିଏକୁ ବି ଆନମନା କରୁଛି। ପର୍ଯ୍ୟଟନର ପ୍ରକୃତ ସ୍ଥଳୀ…

କନ୍ଧମାଳକୁ ଛୁଇଁଛି ପହିଲି ଶୀତ ! ଉପଭୋଗ କରିବା ପାଇଁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ

ଦାରିଙ୍ଗବାଡି (କେନ୍ୟୁଜ): ଦାରିଙ୍ଗବାଡିରେ ପହିଲି ଶୀତ । ହାଲକା ଶୀତ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ହେଉଛି ସମଗ୍ର ଜିଲ୍ଲା । ପହିଲି ଶୀତର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ । ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ । ବଦଳି ଯାଇଛି କନ୍ଧମାଳର ରୂପ ଲାବଣ୍ୟ ।…

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖସୁଛି ପାରଦ, ୧୦ ଡିଗ୍ରୀ ତଳେ ଦାରିଙ୍ଗବାଡ଼ିର ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ): ଶୀତରେ ଥରୁଛି ଦାରିଙ୍ଗବାଡ଼ି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଖସୁଛି । ୧୦ ଡିଗ୍ରୀ ତଳେ ରହିଛି ଦାରିଙ୍ଗବାଡ଼ିର ତାପମାତ୍ରା । ଶୀତ ଋତୁ ଆସିଲେ ମାନେପଡ଼େ ଦାରିଙ୍ଗବାଡ଼ି । ଶୀତ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠିକାର ପରିବେଶ । ଏଠାରେ…

ଦାରିଙ୍ଗବାଡ଼ିରେ ମୃଦୁ ଭୂମିକମ୍ପ ଅନୁଭୂତ! ଲୋକଙ୍କ ଭିତରେ ଭୟର ବାତାବରଣ

ଦାରିଙ୍ଗବାଡ଼ି(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତକାଲି ରାତି ପ୍ରାୟ ୧୧.୩୫ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଯାଇଛି । ଯାହାକି ଦାରିଙ୍ଗବାଡ଼ିରେ କିଛି ସମୟ ପାଇଁ ଲୋକମାନଙ୍କ ଭିତରେ ଭୟ ସୃଷ୍ଟି କରିଥିଲା । ଲୋକେ ରାତିରେ ଘର ଛାଡ଼ି ପଦାକୁ ବାହାରି ଆସିଥିଲେ ।…

ଦାରିଙ୍ଗବାଡ଼ି: ମଦ୍ୟପ ଶିକ୍ଷକଙ୍କ ସହ ସ୍ଥାନୀୟ ଯୁବକଙ୍କ ତୁମୂଳକାଣ୍ଡ, ମଶାରି ବଣ୍ଟନ ସମୟରେ ମହିଳା ସ୍ୱାସ୍ଥ୍ୟ…

ଦାରିଙ୍ଗବାଡ଼ି(କେନ୍ୟୁଜ୍): ସରକାରଙ୍କ ତରଫରୁ ମାଗଣା ଔଷଧ ମସାରି ବଣ୍ଟନ ସମୟରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ଦୁଇ ଜଣ ଦୁର୍ବୁତ୍ତ ମଦ୍ୟପାନ କରି ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି କରିଥିବା ଅଭିଯୋଗ । ସୋନପୁର ପଞ୍ଚାୟତର ମହିଳା ସ୍ୱାସ୍ଥ୍ୟ କର୍ମୀ ବୁଲିଦେଇ ସାହୁ ଏଭଳି ଅଭିଯୋଗ…

ଦାରିଙ୍ଗବାଡ଼ି: ଦଲାଲ ମାମୁଁର ଘୁରିଲା ଦିମାଗ୍ , ମାତ୍ର ଲକ୍ଷେ ଟଙ୍କା ପାଇଁ ଭାଣେଜୀକୁ ବଳି ପାଇଁ ବିକ୍ରି କରୁଥିଲା…

ଦାରିଙ୍ଗବାଡ଼ି(କେନ୍ୟୁଜ୍):  ରାତାରତି ବଡ ଲୋକ ହେବାର ନିଶା ପୂରା ତଳସ୍ତରକୁ  ନେଇଯାଉଛି ଆଜିର ମଣିଷକୁ ।   ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ କେତେ ଭୁଲ୍ କରୁଛନ୍ତି ତାହା ଭାବିଲେ ହିଁ ମୁଣ୍ଡ କଣ ହେଇ ଯାଉଛି। ଏମିତି ଏକ ଘଟଣା ଘଟିଛି  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ…

ଦାରିଙ୍ଗବାଡ଼ି: ନିଜ ଗାଁରେ ଶବ ନ ପୋଡ଼ି ପ୍ରଶାସନ ଚିହ୍ନଟ କରିଥିବା ପଡ଼ୋଶୀ ଗାଁ ରାସ୍ତା କଡ଼ରେ ପୋଡ଼ିବା ନେଇ ଉତ୍ତେଜନା

ଦାରିଙ୍ଗବାଡ଼ି(କେନ୍ୟୁଜ୍): ବିଶ୍ୱରେ ମହାମାରୀ କରୋନା କାୟା ମେଲାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦୈନନ୍ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ବ୍ୟକ୍ତିର ଦାରିଙ୍ଗବାଡ଼ି ମେଡିକାଲରେ ମୃତ୍ୟୁ ହୋଇଥିଲା। ମୃତକଙ୍କୁ…

ପାହାଡ, ଝରଣା ଏବଂ ଜଙ୍ଗଲର ଅପୂର୍ବ ସଂଗମ, ଜାଣନ୍ତୁ କେଉଁଠି ଅଛି ଓଡିଶାର ଏହି ହିଲଷ୍ଟେସନ

କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ ଭାରତ। ଭାରତର ଓଡ଼ିଶାରେ ଏକ ବହୁତ ସୁନ୍ଦର ହିଲ ଷ୍ଟେସନ ରହିଛି, ଯାହାର ସୌନ୍ଦର୍ଯ୍ୟ ମନକୁ ଆକର୍ଷିତ କରିଥାଏ। ଏହି ରାଜ୍ୟ ଭାରତର ପୂର୍ବରେ ଅବସ୍ଥିତ। ଓଡିଶାର ଉତ୍ତରରେ ଝାରଖଣ୍ଡ, ଉତ୍ତର ପୂର୍ବରେ ପଶ୍ଚିମ ବଙ୍ଗଳା, ଦକ୍ଷିଣରେ ଆନ୍ଦ୍ର ପ୍ରଦେଶ ଏବଂ…