Browsing Tag

daringibadi news

ଝିଅ ବଡ଼ କନିଆଁ ଭୋଜି ବେଳେ ସାଧା ପୋଷାକରେ ପୋଲିସର ଚଢ଼ାଉ ସମୟରେ ଆକ୍ରମଣ, ଆଇଆଇସି ଗୁରୁତର

ଦାରିଙ୍ଗବାଡି: ଝିଅ ବଡ଼ କନିଆଁ ପାଇଁ ଗ୍ରାମରେ ରାତ୍ରୀ ଭୋଜିର ବ୍ୟବସ୍ଥା କରାଯାଇଥିଲା ।ସେହି ସମୟରେ ବ୍ରାହ୍ମଣୀଗାଁ ପୋଲିସ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ  ସାଧାପୋଷାକରେ ଆସି ଗ୍ରାମବାସୀଙ୍କୁ ମାଡ଼ ମାରିବା ସହିତ ବହୁ ଲୋକଙ୍କୁ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି…

ଦାରିଙ୍ଗିବାଡି: ଚୋରା ଚାଲାଣ ବେଳେ ୪୮ କେଜିରୁ ଅଧିକ ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ

ଦାରିଙ୍ଗିବାଡି: ଦାରିଙ୍ଗିବାଡି ଥାନା କିରୀକୁଟି ପଞ୍ଚାୟତର ଆଦିବାସୀ କଲେନୀ ସାହିରେ ଦୁଇଜଣ ଯୁବକ ରାସ୍ତାର ପାଶ୍ୱରେ ଗଞ୍ଜେଇ ରଖି ବାହାରକୁ ଚାଳନ କରିବା ପାଇଁ ଗାଡିକୁ ଅପେକ୍ଷା କରିଥିଲେ । ଠିକ ସେହି ସମୟରେ ଉକ୍ତ ଯୁବକଙ୍କ ବିଷୟରେ ସୂଚନା ପାଇ ଚତୁରତା ସହିତ ଦାରିଙ୍ଗବାଡି ପୋଲିସ ଘଟଣା…

୧୦୦ ବର୍ଷ ପୁରୁଣା ସିମିଳି ଗଛ ଉପୁଡି ଭାଙ୍ଗିଗଲା ଘର, ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ନଷ୍ଟ

ଦାରିଙ୍ଗିବାଡି: ଉପୁଡିଗଲା ୧୦୦ ବର୍ଷ ପୁରୁଣା ସିମିଳି ଗଛ । ଭାଙ୍ଗିଗଲା ଘର । ଘରେ ଥିବା ଆସବାବ ପତ୍ର ସବୁ ମାଟିରେ ମିଶିଗଲା । ଘରେ ଥିବା ବାଇକ, ଟିଭି, ଖଟ, ଗ୍ୟାସ ଚୁଲା ସବୁକିଛି ଭାଙ୍ଗି ଯାଇଛି । ଦାରିଙ୍ଗିବାଡିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମହିଳା ବିଜୟଲକ୍ଷ୍ମୀ ନାୟକ ଆଉ…