Browsing Tag

dasahara

ଶନିଙ୍କ ସାଢେସାତୀ ଏବଂ ପ୍ରକୋପ ରହିଥିଲେ ଦଶହରା ଦିନ ଲଗାନ୍ତୁ ଶମି ଗଛ, ବିଭିନ୍ନ ସମସ୍ୟାରୁ ମିଳିବ ମୁକ୍ତି

ଶାରଦୀୟ ନବରାତ୍ରି ଶେଷ ହୋଇଛି । ନବରାତ୍ରିର ପର ଦିନ ବିଜୟା ଦଶମୀ ବା ଦଶହରା ପାଳନ କରାଯାଏ । ଏହି ଦିନ ଅନେକ ଶୁଭ କାର୍ଯ୍ୟ କରାଯାଏ। କିନ୍ତୁ ଏହିଦିନରେ କିଛି ଏମିତି ଉପାୟ କରିବା ଦ୍ୱାରା ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ । ଦଶହରା ଦିନ ଶମି ଗଛକୁ ବିଧି ବିଧାନରେ ପୂଜା କରିବା…

ଚଳିତ ବର୍ଷ ହାତୀ ବାହନରେ ଧରାବତରଣ କରିବେ ମା’ ଦୁର୍ଗା , ଜାଣନ୍ତୁ କଣ ଦେଉଛି ସଂକେତ

ପିତୃପକ୍ଷ ପରେ ଆରମ୍ଭ ହୋଇଯିବ ଶାରଦୀୟ ନବରାତ୍ର। ଆଶ୍ୱିନ ମାସ ଶୁକ୍ଲପକ୍ଷ ପ୍ରତିପଦା ୨୬ ସେପ୍ଟେମ୍ବର ସୋମବାର ଦିନ ନବରାତ୍ରି ପ୍ରାରମ୍ଭ ହେବ ଯାହା ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ନଅ ପ୍ରକାର ରୂପକୁ ପୂଜା କରାଯାଏ। ନବରାତ୍ରରେ ଦୁର୍ଗାଙ୍କ…

ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା, ପୀଠରେ ଚାଲିଛି ମହାନବମୀ

ଭୁବନେଶ୍ବର(କେନ୍ଯୁଜ୍): ଧରାବତରଣ କରିଛନ୍ତି ମାଆ ଦୁର୍ଗା। ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ବିଲ୍ଵବରଣ ପରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। ଏପଟେ ପୀଠରେ ମାଆଙ୍କ ମହାନବମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପୁଛି ପରିବେଶ। ହେଲେ କରୋନା କଟକଣା ପାଇଁ ଭକ୍ତମାନେ…

ବିଜୟା ଦଶମୀ, ମହାମାୟାଙ୍କ ଆରାଧନାରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ବର (କେନ୍ଯୁଜ୍) : ମହାମାୟାଙ୍କ ଆରାଧନାରେ ଉତ୍ସବମୁଖର ସାରା ରାଜ୍ୟ । ଆଜି ପବିତ୍ର ବିଜୟା ଦଶମୀ, ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟ । ପୀଠ ଓ ମଣ୍ଡପରେ ଦଶମୀ ପୂଜା ଚାଲିଛି । ବିଜୟା ଦଶମୀ ଦଶହରା ପର୍ବ ପାଇଁ ଚମକୁଛି ଦ୍ୱୈତ ନଗରୀ । ଧୁମଧାମରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ।…

ଦୁର୍ଗାପୂଜା ପାଇଁ ସଜେଇ ହେଲାଣି କଟକ ସହର

କଟକ(କେନ୍ଯୁଜ୍) : ଦଶହରା ପର୍ବକୁ ନେଇ ସଜବାଜ ହେଲାଣି କଟକ ସହର । ଚାଲିଛି ସୁନା ଅଳଙ୍କାର ତିଆରି । ଦଶହରାରେ ମାଆଙ୍କୁ ସଜାଇବା ପାଇଁ ବ୍ୟସ୍ତ ଅଛନ୍ତି କାରିଗର । ହାତରେ ତିଆରି କରୁଛନ୍ତି ସୂକ୍ଷ୍ମ କାରୁକାର୍ଯ୍ୟ । ପ୍ରତିବର୍ଷ ରୂପା ମେଢରେ ଝଲସୁଥିବା କଟକ ଖାନନଗର ପୂଜା ମଣ୍ଡପ ଏଥର ମା…

ଦଶହରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ, ୧୭୮ଟି ମଣ୍ଡପରେ ହେବ ଦୁର୍ଗାପୂଜା

ଭୁବନେଶ୍ବର(କେନ୍ଯୁଜ୍) : ଆଗକୁ ଆସୁଛି ଦଶହରା । ଶାରଦୀୟ ପୂଜାକୁ କିଭଳି ସୁରୁଖୁରୁରେ କରାଯିବ ସେନେଇ, ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଛି । ଦଶହରା ଆଗରୁ ଭୁବନେଶ୍ୱରର ସମସ୍ତ ଡ୍ରେନେଜ୍‌, ଟ୍ରାଫିକ୍‌ ଓ ଲାଇଟ୍‌ ସମସ୍ୟାର ସମାଧାନ କରାଯିବ ।…