Browsing Tag

Dating tips

ଡେଟିଂକୁ ଯିବା ପୂର୍ବରୁ ଡରୁଛନ୍ତି କି ? ଜାଣନ୍ତୁ ଏହାର କାରଣ

ବର୍ତ୍ତମାନ ସମୟରେ ଯେ କେହି ରିଲେସନ୍‌ସିପ୍‌ରେ ରହିବା ପୂର୍ବରୁ ପରସ୍ପରକୁ ଡେଟ୍‌ କରୁଛନ୍ତି । ହେଲେ ଡେଟ୍‌କୁ ଯିବ ପୂର୍ବରୁ ଖୁସି ହେବା ତ ସ୍ୱାଭାବିକ କିନ୍ତୁ ଯଦି ଟେନ୍‌ସନ୍‌ ହେଉଛି ତାହେଲେ ଏହା ଠିକ୍‌ ନୁହେଁ । ଯଦିଓ ଏହା ହେବା ସ୍ୱାଭାବିକ ହୋଇଥାଏ । ବେଳେବେଳେ ଡେଟିଂ ଆନ୍‌ଜାଇଟି ଏତେ…

ଏହି ସଂକେତ ଜଣାଇଥାଏ ଆପଣଙ୍କ ସମ୍ପର୍କ କେତେ ପରଫେକ୍ଟ ଅଛି, ଯେଉଁଥି ପାଇଁ ଆସି ନଥାଏ କିଛି ଅସୁବିଧା

ପାର୍ଟନରଙ୍କ ଚିନ୍ତାଧାରା ସହିତ ଆପଣଙ୍କ ଚିନ୍ତାଧାରା ନ ମିଳିଲେ ମଧ୍ୟ ଆପଣ ତାଙ୍କର ପରବାଏ କରନ୍ତି | ତାଙ୍କର ସମସ୍ତ ନିଷ୍ପତିରେ ଆପଣ ସାଥ ଦିଅନ୍ତି, ତେବେ ଆପଣଙ୍କ ସମ୍ପର୍କ ବହୁତ ଭଲ ଅଛି ବୋଲି ଜାଣିବେ | ଏହିପରି କିଛି ସଂକେତରୁ ଆପଣ ଜାଣିପାରିବେ ଯେ ଆପଣ ଏକ ବହୁତ ସୁନ୍ଦର ସମ୍ପର୍କରେ…

ଲଭ ଲାଇଫ ଉପରେ ବି କରୋନା ପକାଉଛି ପ୍ରଭାବ, ଏମିତି ରକ୍ଷା କରନ୍ତୁ ନିଜର ପ୍ରେମ ସମ୍ପର୍କ

ଏବେ ସାରା ଦେଶରେ କରୋନା ସଂକ୍ରମଣ ଆତଙ୍କ ଖେଳାଇଛି । ଗତ ଦୁଇ ବର୍ଷ ଧରି ଭାଇରସ ଯିବାର ନାଁ ଧରୁନି । ଭାଇରସର ପ୍ରଭାବ କେବଳ ଲୋକଙ୍କ ଜୀବନ ଜୀବିକା ଉପରେ ପଡିନାହିଁ ଦେଶର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡିଛି । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଡେଲଟା ଠାରୁ ବି ଅଧିକ ସଂକ୍ରାମକ । ଏଥିପାଇଁ…

କିଶୋର ଅବସ୍ଥାରେ ପ୍ରେମରେ ପଡ଼ୁଥିଲେ ଏହି ୬ଟି ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ମଜଭୁତ ହେବ ସମ୍ପର୍କ

ଆଜିକାଲି ଖୁବ୍‌ କମ୍‌ ବୟସରୁ ପିଲାମାନେ ଡେଟିଂ କରୁଥିବା ଦେଖିବାକୁ ମିଳୁଛି। କିଛି ପିଲା ଜୀବନର ମାନେ ବୁଝିବା ପୂର୍ବରୁ ହିଁ ଗର୍ଲଫ୍ରେଣ୍ଡ ରଖିବା ଆରମ୍ଭ କରିଦେଲେଣି। ସମ୍ପର୍କର ମୂଲ୍ୟବୋଧ ବୁଝୁନଥିବାରୁ ଆଜିକାଲିର ପିଲାଙ୍କ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇପଡ଼ୁଛି। ଫଳରେ ବର୍ଷେ କି ଦୁଇ ବର୍ଷ…