Browsing Tag

daughter

ଝିଅକୁ ୧୮ ବର୍ଷ ହେଲେ ବଡ଼ ଗିଫ୍ଟ ଦେବେ ଆଲିଆ, ପ୍ରତିଦିନ ଲେଖନ୍ତି ଇମେଲ୍

ଆଲିଆ ଭଟ୍ଟ ବଲିଉଡର ଜଣେ ଆଗ ଧାଡ଼ିର ସଫଳ ଅଭିନେତ୍ରୀ ଭାବେ ପରିଚିତ । ଯିଏକି ତାଙ୍କ କ୍ୟାରିୟରରେ ଭଲ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଝିଅ ରାହାକୁ ୧୮ ବର୍ଷ ହେଲେ କ’ଣ ଗିଫ୍ଟ ଦେବେ ସେ ସମ୍ପର୍କରେ ଅଭିନେତ୍ରୀ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।…

ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲା ବାପା, ୨୦ ମିନିଟ ପର୍ଯ୍ୟନ୍ତ ପାଣିରେ କଲେ ସଂଘର୍ଷ

ଝିଅକୁ ବଞ୍ଚାଇବା ପାଇଁ ସମୁଦ୍ରକୁ ଡେଇଁ ପଡ଼ିଲା ବାପା । ୨୦ ମିନିଟ ପର୍ଯ୍ୟନ୍ତ ପାଣିରେ ସଂଘର୍ଷ କରି ଝିଅକୁ ବଞ୍ଚାଇଲେ । ଝିଅକୁ ଜାହାଜରୁ ଖସି ପଡ଼ିବା ଦେଖି ଥୟ ଧରିଲେନି । କେମିତି ନିଜ ଝିଅକୁ ବଞ୍ଚାଇବେ ସେଥିପାଇଁ ଅସ୍ତବ୍ୟସ୍ତ ହୋଇପଡ଼ିଲେ । ଆଉ ସମୟ ବିଳମ୍ବ ନକରି ନିଜେ ବି ପାଣି ଭିତରକୁ…

ନୃଶଂସ ବାପା-ମା, ଝିଅର ଗଳା କାଟି ଏସିଡ ଢାଳି କଲେ ହତ୍ୟା

ବିହାର : ବିହାରର ଗୋପାଳଗଞ୍ଜରୁ ଆସିଲା ଛାତିଥରା ଦୃଶ୍ୟ । ନୃଶଂସ ସାଜିଲେ ବାପା-ମା । ସନ୍ଦେହ କାରଣରୁ ଝିଅକୁ ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଏହି ମାମଲାରେ ପୋଲିସ ୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାନୁଯାୟୀ, ଯୋଧପୁର ଥାନା ଅନ୍ତର୍ଗତ ସିହୋରୱା…

ଝିଅର ନାଁ ରଖିଲେ ଦୀପିକା ଓ ରଣବୀର, ସେୟାର କଲେ ଝିଅର ଫାଷ୍ଟ ଫଟୋ

ଚଳିତ ବର୍ଷ ସେପ୍ଟେମ୍ବର ୮ ରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ ଏବଂ ନଭେମ୍ବର ୧ ରେ ଏହି ଦମ୍ପତି ନିଜ ଝିଅର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହିତ ଝିଅର ନାଁ ମଧ୍ୟ ଖୁଲାସା କରିଛନ୍ତି । ଫ୍ୟାନ୍ସମାନେ ଦୀର୍ଘ ଦିନ ଧରି ରଣବୀର…

ରିଚା ଚଢ଼ା ଏବଂ ଅଲ୍ଲୀ ଫଜଲ ସେୟାର କଲେ ଝିଅର ପ୍ରଥମ ଝଲକ

ନିକଟରେ ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଏବଂ ଅଲ୍ଲୀ ଫଜଲଙ୍କ ଘରକୁ ଏକ ନୂଆ ଅତିଥି ଆସିଛି । ଏହି କପଲଙ୍କ ଘରେ ଜୁଲାଇ ୧୬ରେ ଏକ କନ୍ୟା ସନ୍ତାନ ଜନ୍ମ ନେଇଛି । ଯାହା ବିଷୟରେ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । କିନ୍ତୁ ରିଚା ଚଢ଼ା ଏବଂ ଅଲି ଫଜଲ ଦୁଇ ଦିନ ପରେ…

ବୃଦ୍ଧ ବାପା ମା’ଙ୍କ ଠାରୁ ୯ କୋଟି ଟଙ୍କା ଠକେଇ କଲେ ଝିଅ ଜ୍ୱାଇଁ, ପୋଲିସର ତଦନ୍ତ ଜାରି

ମହାରାଷ୍ଟ୍ରର ଠାଣେ ସହରର ଜଣେ ୯୦ ବର୍ଷିୟ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ତାଙ୍କ ଝିଅ, ଜ୍ୱାଇଁ ଏବଂ ଦୁଇ ନାତିଙ୍କ ଉପରେ ୯.୩୭ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି । ଗୁରୁବାର ପୋଲିସ ଏହି ସୂଚନା ଦେଇଛି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ବୃଦ୍ଧଙ୍କ ଅଭିଯୋଗକୁ ଭିତ୍ତି କରି କସାର…

ଜୀବିତ ଝିଅର ପିଣ୍ଡଦାନ କଲେ ବାପା ମାଆ, ଜାଣନ୍ତୁ କାହିଁକି?

ସବୁ ବାପା ମାଙ୍କର ଗେଲ୍ହା ହୋଇଥାନ୍ତି ତାଙ୍କ ଝିଅ । ବାପା ମାଆଙ୍କ କଲିଜା ହୋଇଥାନ୍ତି ତାଙ୍କ ଝିଅ । ଏଠି ବି ଠିକ ଜଣେ ବାପାର ହୃଦୟର ସ୍ପନ୍ଦନ ଥିଲା ତାଙ୍କ ଝିଅ । କିନ୍ତୁ କଣ ଏମିତି ହେଲା ଯେ ଏତେ ରାଗ କାହିଁକି ଆସିଲା ଯେ ଝିଅ ବଞ୍ଚିଥିବାବେଳେ ତାକୁ ମୃତ ଘୋଷିତ କରିଦେଲେ । କେବଳ ଏତିକି…

‘ଆନିମଲ’ ଫିଲ୍ମ ପରେ ୬ମାସର ବ୍ରେକ୍‌ ନେବେ ରଣବୀର, ଝିଅ ସହ ବିତାଇବାକୁ ଚାହୁଁଛନ୍ତି ସମୟ

ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ 'ଆନିମଲ' ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ରଶ୍ମିକା ମନ୍ଦନା । ରଣବୀର ପ୍ରଫେସନାଲ ଲାଇଫ ସହିତ ନିଜ ପର୍ସନାଲ ଲାଇଫ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରଣବୀର କପୁର ଏବେ ଫିଲ୍ମରୁ…

କୁନି ଝିଅ ସହ ବୁଲିବାକୁ ବାହାରିଲେ ଆଲିଆ ଭଟ୍ଟ, ହ୍ଵାଇଟ୍‌ ଫ୍ରକ୍‌ ଓ କ୍ୟୁଟ୍‌ ହେୟାରଷ୍ଟାଇଲ୍‌ରେ ନଜର ଆସିଲେ ରାହା

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ନିଜ ଝିଅ ରାହା କପୁରଙ୍କ ସହିତ ନଜର ଆସିଛନ୍ତି । ମୁମ୍ବାଇରେ ରାହା ତାଙ୍କ ମା’ ଆଲିଆଙ୍କ ସହିତ ବୁଲିବାକୁ ଯାଉଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ସାମ୍ନାକୁ ଆସିଛି । ଆଲିଆ ରାହାଙ୍କୁ କୋଳରେ ଧରି କାରରେ ବସିଥିବାର ଦେଖାଯାଇଛି । ଆଲିଆ ଏକ ହ୍ଵାଇଟ୍‌…

ଜୀବନର ମଝି ସମୟରେ ଦିବ୍ୟାଙ୍ଗ ସାଜି ବିଛଣାରେ ୩ବଢିଲା ଝିଅ, କଣ କରିବେ ବାପା ମାଆ ଚିନ୍ତାରେ

ପରିବାରରେ ଝିଅ ଥିଲେ ବାପା ମାଆଙ୍କର ପ୍ରଥମ ଚିନ୍ତା, ବଢିଲା ଝିଅ କେମିତି କୂଳରେ ଲାଗିବେ । ଆଉ ଶୀଘ୍ର ସେମାନେ ନିଜ ଘରକୁ ଯାଇ ସଂସାର ଗଢିବେ । ସେଥିପାଇଁତ ଲାଗିପଡନ୍ତି ଭଲ ବରପାତ୍ର ଖୋଜିବାରେ । ହେଲେ ଏଠି ବରପାତ୍ର କଣ ଖୋଜିବେ ତିନି ତିନିଟି ଝିଅଙ୍କୁ କେମିତି ରୋଗମୁକ୍ତ କରିବେ ଆଉ ଭଲ…

ପୁରୁଷରୁ ମହିଳା ହେବେ ଏଲନ୍ ମସ୍କଙ୍କ ସନ୍ତାନ, ନାମ ପରିବର୍ତ୍ତନ କରିବାକୁ କଲେ ଆବେଦନ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ଏଥର ତାଙ୍କର କିନ୍ନର ସନ୍ତାନ ନାମ ପରିବର୍ତ୍ତନ କରିବା ପାଇଁ ଏକ ଆବେଦନ କରିଛନ୍ତି। ‌ସେ ତାଙ୍କର ନୂତନ ଲିଙ୍ଗ ପରିଚୟ ଅନୁସାରେ ନିଜର ନାମ ପରିବର୍ତ୍ତନ କରିବାକୁ ଚାହାନ୍ତି। ସେ ତାଙ୍କ ଆବେଦନ…

ନିର୍ଦ୍ଦୟ ମା’ର ଶାସ୍ତି: ୫ ବର୍ଷର ଝିଅ ହୋମଓ୍ୱାର୍କ ନ କରିବାରୁ ହାତ-ଗୋଡ଼ ବାନ୍ଧି ଛାତ ଉପରେ ଗଡ଼ାଇ ଦେଲା, ପ୍ରଚଣ୍ଡ…

ନୂଆଦିଲ୍ଲୀ : କ’ଣ କୌଣସି ମା’ ଏତେ ନିର୍ଦ୍ଦୟ ହୋଇପାରେ ଯେ, ସ୍କୁଲର ହୋମୱାର୍କ ନ କରିବାରୁ ତତଲା ଛାତ ଉପରେ ନିଜ ପିଲାକୁ ଗୋଡ-ହାତ ବାନ୍ଧି ପକାଇ ଦେଇପାରିବ? ସେ ପୁଣି ପାଖାପାଖି ୪୦ ଡିଗ୍ରୀରେ ଖରାରେ । ବୋଧେ କିଛି ସମୟ ପାଇଁ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଏଭଳି କଥା ଶୁଣି ଉତ୍ତର…