Browsing Tag

daughter born

ଭୋପାଳ: ଠେଲା ଲଗାଉଥିବା ବ୍ୟକ୍ତିଙ୍କ ଘରେ ଜନ୍ମ ହେଲା ଝିଅ, ଖୁସିରେ ହଜାର ହଜାର ଲୋକଙ୍କୁ ମାଗଣାରେ ଖୁଆଇଲେ…

ଆମ ସମାଜରେ ଅନେକ ଲୋକ ଆଜି ବି ଅଛନ୍ତି, ଯେଉଁମାନେ ପୁଅ ଓ ଝିଅ ଭିତରେ ଭେଦଭାବ ଦେଖୁଛନ୍ତି। କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ଘରେ ଝିଅର ଜନ୍ମ ହିଁ ଚାହିଁଥାଆନ୍ତି। ସେମାନେ ଝିଅକୁ ରତ୍ନ ବୋଲି ଭାବି ଥାଆନ୍ତି। ଏବେ ଏବେ ମଧ୍ୟ ପ୍ରଦେଶରୁ ଆସିଥିବା ଏକ ଘଟଣା ନିଶ୍ଚୟ ଆପଣଙ୍କ…