କୋରାପୁଟ ଟାଉପଦର ଗାଁରେ ଅଭାବନୀୟ ଘଟଣା, ବାପାର ଚାପୁଡା ମାଡ଼ରେ ୬ବର୍ଷର ଝିଅ ମୃତ
କୋରାପୁଟ: ବାପାର ଚାପୁଡା ମାଡ଼ରେ ୬ବର୍ଷର ଝିଅ ମୃତ । କୋରାପୁଟ ପଟାଙ୍ଗି ଥାନା ଟାଉପଦର ଗାଁର ଘଟଣା । ଝିଅର ମୃତ୍ୟୁ ପରେ ତାକୁ ପୋତିଦେଇଥିଲା ବାପା । ଏହାପରେ ପଟାଙ୍ଗି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲା ବାପା ।
ହତ୍ୟାକୁ ଲୁଚାଇବା ପାଇଁ ନିଖୋଜ ଏତଲା ଦେଇଥିଲା । ଦେଓମାଳି ପାହଡ଼ ତଳେ…