Browsing Tag

daughter in law

ବୋହୂ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୁଅ, ଉଭୟଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲା ବାପା

କଟକ: ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣାରେ ଆସିଛି ଦୁଃଖଦ ଖବର । କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ହୋଇଛି । ରବିବାର ଦିନ ବୋହୂ ସସ୍ମିତା ରାଉତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ପୁଅ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଛି ।…

ଶ୍ବଶୁର ଓ ବୋହୂଙ୍କୁ ଆକ୍ରମଣ ପରେ ସୁନା ଗହଣା ଧରି ଛୁ ମାରିଲେ ଲୁଟେରା

ଆଳି : ଆକ୍ରମଣ କରି ଲୁଟ୍ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଙ୍ଗାରଖ ଗାଁରେ ରାତି ପ୍ରାୟ ସାଢ଼େ ୮ ଟା ବେଳେ ସଶସ୍ତ୍ର ଡକାୟତି ହୋଇଛି । ଶ୍ବଶୁର ଓ ବୋହୂଙ୍କୁ ଭୁଜାଲିରେ ହାଣି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ ।  ଶ୍ବଶୁର ଓ ବୋହୂ ଭୁଜାଲି ମାଡ଼ରେ ଗୁରୁତର…

ପୁଅ ବୋହୂଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ବାପା, ଥାନାରେ ଅଟକ

ବାଙ୍କୀ: ପୁଅ ବୋହୂଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ଵାପା ।  ବାରଙ୍ଗ ଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡି ବାରସିଙ୍ଗା ଗ୍ରାମରେ ଏପରି ଘଟଣା ଘଟିଛି । ଗତକାଲି ରାତି ୧୦ଟା ସମୟରେ ପୁଅ ବୋହୂ ଏକାଠି ଖାଇ ବସି ଥିବା ବେଳେ ଘଟିଛି ଅଭାବନୀୟ ଘଟଣା । ପୁଅ ଓ ବୋହୂଙ୍କୁ ଗୁରୁତର…

ବର୍ଷେ ନପୂରୁଣୁ ଶାଶୁ ଘରେ ବୋହୁକୁ ନିର୍ଯ୍ୟାତନା ଅଭିଯୋଗ, ଘଟଣାର ସତ୍ୟାସତ୍ୟକୁ ନେଇ ତଦନ୍ତ କରୁଛି ପୋଲିସ

ଚାନ୍ଦବାଲି: ବାହା ଘର ପରେ ସବୁ ଠିକ୍‌ ଥିଲା କିନ୍ତୁ ଧିରେ ଧିରେ ଅସଲ ରୂପ ଦେଖାଇଲେ ଶ୍ୱଶୁର ଘର ଲୋକେ । ଯୌତୁକ ଦାବିରେ ବୋହୁକୁ ସବୁବେଳେ ମାଡ଼ ଗାଳି ଦେଲେ । ଆଉ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଶାଶୁ ଘରେ ତାଙ୍କୁ ଅସହ୍ୟ ନିର୍ଯ୍ୟାତନା…

ଭୁଲିଗଲା ସବୁ ସମ୍ପର୍କ, ଶାଶୁକୁ ମାଡ଼ ମାରି ଲହୁଲୁହାଣ କଲା ବୋହୂ

ଭଦ୍ରକ: ଶାଶୂ ମା’ ସମାନ । ଶାଶୁଙ୍କୁ ମା’ ବୋଲି ସମ୍ମାନ ଦେଇଥାଆନ୍ତି ପ୍ରତିଟି ଘରର ବୋହୂ । ଆଉ ଆମେ ସମସ୍ତେ ଜାଣିଥାଆନ୍ତି ଶାଶୁ ବୋହୂଙ୍କ ମଧ୍ୟରେ ଛୋଟ ମୋଟ ଝଗଡ଼ା ହେବାଟା ନିତିଦିନିଆ କଥା । ହେଲେ ଏହି ଘରୋଇ କଳି ଏତେ ବଡ଼ ରୂପ ନେଇପାରେ ତାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି…

ନୃଶଂସତାର ସୀମା ଟପିଲା ବୋହୂ : ଖାଇବା ମାଗିବାରୁ ବୃଦ୍ଧା ଶାଶୁଙ୍କୁ ଫିଙ୍ଗି ଦେଲା କେନାଲକୁ

ସମ୍ବଲପୁର (କେନ୍ୟୁଜ): କଥାରେ ଅଛି ବାପା ମା’ ହେଉଛନ୍ତି ପିଲାମାନଙ୍କ ପ୍ରଥମ ଭଗବାନ । ସକାଳୁ ସକାଳୁ ପାଦ ଧୂଳି ନେଇ ମୁଁଣ୍ଡରେ ମାରିଲେ ଦିନ ଭଲରେ କଟିଥାଏ, ସବୁ କାମ ସଫଳ ହୋଇଥାଏ । କିନ୍ତୁ ଆଜିକାଲି ପୁଅ, ବୋହୂ ବାପା ମା’ଙ୍କୁ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ…

ବୋହୂର ଅଧିକାର ଦାବି: ୨୩ ଦିନ ହେଲା ଶ୍ୱଶୁର ଘର ବାରଣ୍ଡାରେ ନ୍ୟାୟ ମାଗୁଛନ୍ତି ଦୀପା

ବାସୁଦେବପୁର (କେନ୍ୟୁଜ): ପ୍ରଥମେ ପ୍ରେମ ପରେ ବିବାହ। ଏବେ ବୋହୂର ନ୍ୟାର୍ଯ୍ୟ ଦାବି କରି କୁନି ପୁଅକୁ ଧରି ଶଶୁର ଘର ଆଗରେ ଧାରଣା ଦେଇଛନ୍ତି। ଗତ ୨୩ ଦିନ ହେଲାଣି ଶ୍ୱଶୁର ଘର ବାରଣ୍ଡାରେ ବସିଛନ୍ତି ଦୀପା । ଶୀତ କାକରରେ ଥରୁଛନ୍ତି ମା ଏବଂ ଦେଢ ବର୍ଷର କୁନି ପୁଅ । ଭଦ୍ରକ ଜିଲ୍ଲା…

ଯୌତୁକ ପାଇଁ ବଧୂ ହତ୍ୟା: ଅଭିଯୋଗ କଲେ ପରିବାର ଲୋକେ

ଭଞ୍ଜନଗର (କେନ୍ୟୁଜ):  ଯୌତୁକ ପାଇଁ ମାରିଦେଲେ। ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ବୁଢାବାରି ଗାଁରେ ବଧୂ ହତ୍ୟା ଅଭିଯୋଗ। ମୃତ ମହିଳା ରଶ୍ମିତା ମଲିକ। ଅଭିଯୋଗ ପ୍ରକାରେ ଗତ ୩ ବର୍ଷ ପୂର୍ବରୁ ବୁଢାବାରି ଗାଁର ଦିପୁ ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ରଶ୍ମିତା । ତେବେ ଅଧିକ…

ଶାଶୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବୋହୂ; କହିଲେ ପର ପୁରୁଷ ସହ କାଟୁଛନ୍ତି ରାତି

ଭୁବନେଶ୍ୱର (କେନ୍ୟୁଜ): ରାତି ହେଲେ ରଙ୍ଗଶାଳା ପାଲଟେ ଘର । ପ୍ରତିଦିନ ନୂଆନୂଆ ପୁରୁଷଙ୍କ ଶହ ରାତି କଟାନ୍ତି ଶାଶୁ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଇନ୍ଫୋସିଟି ଅଂଚଳରୁ। ବୋହୂଙ୍କ ଅଭିଯୋଗ ଅନୁଯାୟୀ ବାହାଘର ପର ଠାରୁ ମାନସିକ, ଶାରୀରିକ ଭାବେ ନିର୍ଯାତନା ଦେଉଛନ୍ତି ଶାଶୁ । ଆର୍ଥିକ…

ବୋହୂ ମାଡରେ ଶାଶୁର ମୃତ୍ୟୁ, ଥାନାରେ ଅଭିଯୋଗ କଲେ ସ୍ୱାମୀ

ମୟୂରଭଞ୍ଜ (କେନ୍ୟୁଜ): ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ। ମୃତକ ଜଣକ ହେଲେ ଶେଫାଳି କର। ଘରେ କେହି ନଥିବା ବେଳେ କୌଣସି କାରଣରୁ ଶାଶୁ ଏବଂ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ ଝଗଡାରୁ ଏତେ ବଡ଼ ଘଟଣା ଘଟି…

ଅଡୁଆରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା : ବୋହୂ ରୋନାଲି ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ବାଙ୍କୀ (କେନ୍ୟୁଜ): ଅଡୁଆରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା । ବିଧାୟକ ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ନାଁରେ ଯୌତୁକ ନିର୍ଯାତନା ନେଇ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି ବୋହୂ ରୋନାଲି। ରୋନାଲିଙ୍କ ଅଭିଯୋଗ ମୁତାବକ, ବିବାହ ପରେ ୪୦ ଲକ୍ଷ ଟଙ୍କାର ଯୌତୁକ…