Browsing Tag

daughter in law died

ନିଆଁ ଲଗାଇଦେଲା ଶ୍ବଶୁର: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ବୋହୂ, ଆଇସିୟୁରେ ପୁଅ

କଟକ : ପୁଅ ଓ ବୋହୂଙ୍କୁ ପେଟ୍ରୋଲ୍ ଢାଳି ବୃଦ୍ଧ ନିଆଁ ଲଗାଇବା ଘଟଣାରେ ଆସିଛି ଦୁଃଖଦ ଖବର । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ଘଟିଛି ।  ଗୁରୁତର ଥିବା ପୁଅଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି । ସୂଚନା ଅନୁସାରେ ବାଙ୍କୀ ବାରଙ୍ଗ ଗୋଡିସାହି ଫାଣ୍ଡି ବାରସିଙ୍ଗା…