Browsing Tag

david warner

ବାଦଶାହଙ୍କ ଗୀତ ‘ଗେଣ୍ଡା ଫୁଲ’ ଗୀତ ଶିଖୁଛନ୍ତି ଏହି କ୍ରିକେଟର, ଯାହାକୁ ଦେଖି ହସ ରୋକିପାରୁନାହାନ୍ତି ଦୁଇ ଝିଅ

କରୋନା ଭାଇରସ ସଂକ୍ରମଣ ଯୋଗୁ ଗତ ଦୁଇ ମାସ ହେବ କୌଣସି ମ୍ୟାଚ ଆୟୋଜନ କରାଯାଇନାହିଁ। ଫଳରେ ଖେଳାଳିମାନେ ଲକଡାଉନରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ଓ୍ଵାର୍ଣ୍ଣର ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି। ସେ ଟିକଟକରେ ପ୍ରତିଦିନ ମଜାଦାର…

‘ଶିଲା କି ଜଓ୍ଵାନୀ ଗୀତରେ ଡ୍ୟାନ୍ସ କଲେ ଡେଭିଡ ଓ୍ଵାର୍ଣ୍ଣର ଏବଂ ଝିଅ, ଦୁହେଁ ଭିଡିଓରେ ଏମିତି କରୁଛନ୍ତି ଧମାଲ

କରୋନା ମହାମାରୀ ଯୋଗୁଁ ସମସ୍ତେ ଘର ଲକ୍‌ ହୋଇରହିଛନ୍ତି। ବଲିଉଡ ସେଲିବ୍ରିଟି ଠାରୁ ଆରମ୍ଭ କରି କ୍ରିକେଟର ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ଏମିତିରେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ଓପନର ଡେଭିଡ ଓ୍ଵାର୍ଣ୍ଣର ତାଙ୍କ ଝିଅ ସହିତ ଘରେ ରହି ଟିକଟକ ଭିଡିଓ ଜରିଆରେ…