Browsing Tag

Dawood Ibrahim

ପୁଣି ଚର୍ଚ୍ଚାରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ: ଆଜି ନିଲାମ ହେବ ମହାରାଷ୍ଟ୍ରରେ ଥିବା ପୈତୃକ ସମ୍ପତ୍ତି

ନୂଆଦିଲ୍ଲୀ : ଆଜି ନିଲାମ ହେବ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ସମ୍ପତ୍ତି। ମାତ୍ର ୧୯ ଲକ୍ଷ ୨୨ ହଜାର ଟଙ୍କାରେ ନିଲାମ ହେବ ଭାରତର ମୋଷ୍ଟୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମର ୪ଟି ଚାଷ ଜମି। ସ୍ମଗଲର୍ସ ଆଣ୍ଡ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ବା ସାଫେମା ପକ୍ଷରୁ ନିଲାମ ହେବ…

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ ହସପିଟାଲରେ ଭର୍ତ୍ତି, ବିଷ ଦେଇ ମାରିବାକୁ ଷଡଯନ୍ତ୍ର ବୋଲି ଚାଲିଛି ଚର୍ଚ୍ଚା…

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ହସପିଟାଲରେ ଆଡମିଟ୍‌ ହୋଇଛି । ଖବର ମୁତାବକ, ଦାଉଦ୍ ଇବ୍ରାହିମଙ୍କୁ ବିଷ ଦେଇ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ଦାଉଦ ଏବେ ପାକିସ୍ତାନର କରାଚି ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେବେ ପାକିସ୍ତାନୀ…

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ କଲା ଦ୍ୱିତୀୟ ବିବାହ, ପ୍ରଥମ ପତ୍ନୀଙ୍କୁ ଛାଡପତ୍ର: ପାକିସ୍ତାନରେ ବଦଳାଇଲା…

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ଦ୍ୱିତୀୟ ବିବାହ କରିଥିବା ଖବର ମିଳିଛି। ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିଛନ୍ତି । ଖବର ମୁତାବକ, ପ୍ରଥମ ପତ୍ନୀ ମହଜବିନ ଏପର୍ଯ୍ୟନ୍ତ ଦାଉଦ ଇବ୍ରାହିମ ସହିତ ରହୁଛନ୍ତି । ଦାଉଦଙ୍କ ଦ୍ୱିତୀୟ ପତ୍ନୀ ଜଣେ ପାକିସ୍ତାନୀ ଏବଂ…

ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା, ଘୋଷଣା କଲା ଏନଆଇଏ

ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ମୁଣ୍ଡ ପାଇଁ ପୁରସ୍କାର ଘୋଷଣା । ଦାଉଦ ବାବଦରେ ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା । ପୁରସ୍କାର ଘୋଷଣା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ସେହିପରି ଦାଉଦର ସହଯୋଗୀ ଛୋଟା ସକିଲ୍‌ ନାଁରେ ୨୦ ଲକ୍ଷ ପୁରସ୍କାର ଘୋଷଣା ହୋଇଛି । ଅନ୍ୟ…

ଆତଙ୍କ ରଚିବାକୁ ସ୍ପେଶାଲ ୟୁନିଟ୍‌ ଗଢ଼ୁଛି ଦାଉଦ୍‌, ଟାର୍ଗେଟରେ ବଡ଼ ନେତା ଓ ସେଲିବ୍ରିଟି: NIA

ଅଣ୍ଡର ଓ୍ଵାର୍ଲ୍ଡ ଡନ୍‌ ତଥା ଗ୍ଲୋବାଲ ଟେରୋରିଷ୍ଟ ଦାଉଦ ଇବ୍ରାହିମ୍‌ ପୁଣିଥରେ ଆକ୍ଟିଭ୍‌ ହୋଇଛି। ଦୀର୍ଘ ଦିନ ଧରି ସୁପ୍ତ ରହିବା ପରେ ପୁଣି ନିଜ ଅସଲ ରୂପକୁ ଫେରୁଛି ଡି-ଗ୍ୟାଙ୍ଗ୍‌। ପୁଣିଥରେ ଆତଙ୍କ ରଚିବାକୁ ଯୋଜନା କରୁଛି ଦାଉଦ। ଭାରତକୁ ଦୋହଲାଇବା ପାଇଁ ଏକ ସ୍ପେଶାଲ ୟୁନିଟ୍‌ ଗଠନ…

ଷ୍ଟ୍ରିଟ୍‌ ଗ୍ୟାଙ୍ଗ୍‌ରୁ କେମିତି ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ହେଲେ ଦାଉଦ୍‌ ଇବ୍ରାହିମ୍‌, ଡେବ୍ୟୁ େଓ୍ଵବ୍‌ ସିରିଜ୍‌ରେ…

ଅଣ୍ଡରଓ୍ଵାର୍ଲ୍ଡ ଉପରେ ଅନେକ ଚର୍ଚ୍ଚିତ ଫିଲ୍ମ ବନାଇ ଚର୍ଚ୍ଚାରେ ଥିବା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା େଓ୍ଵବ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ନେଇ ପୂରା ପ୍ରସ୍ତୁତି କରିସାରିଛନ୍ତି। ଏବେ ରାମ ଗୋପାଳ ‘ଡି କମ୍ପାନୀ’ ନାଁରେ ଏକ େଓ୍ଵବ୍‌ ସିରିଜ୍‌ ବନାଇବାକୁ…

ମରିଗଲା ମୋଷ୍ଟ ଓ୍ଵାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ଦାଉଦ୍‌ ଇବ୍ରାହିମର ପୁତୁରା

ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଲା ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ପୁତୁରା । ପାକିସ୍ତାନରେ ଲୁଚିଥିବା ଭାରତର ମୋଷ୍ଟୱାଣ୍ଟେଡ ଗ୍ୟାଙ୍ଗଷ୍ଟର ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମର ପୁତୁରା ସିରାଜ କସକର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । ତେବେ…

ଦାଉଦଠାରୁ ୨୭ ବର୍ଷ ସାନ ତା ନୂଆ ଗାର୍ଲଫ୍ରେଣ୍ଡ, ପାକିସ୍ତାନରେ ଡାକନ୍ତି ‘ବିଲ୍ଲୀ’

ବିଶ୍ୱର ସବୁଠୁ ଦୁର୍ଦାନ୍ତ ଦୁର୍ଦ୍ଦାନ୍ତ ଆତଙ୍କବାଦୀ କଥା ଆସିଲେ ଦାଉଦ ଇବ୍ରାହିମ୍ କଥା ଉଠେ। ଅଣ୍ଡରୱାଲଡ଼ ଡନ ଦାଉଦର ପତ୍ତା ବଡ଼ ବଡ଼ ଦେଶର ପୋଲିସ ପାଉନଥିବା ବେଳେ ସେ ଏବେ ପାକିସ୍ତାନରେ ଲୁଚିଛି ବୋଲି କୁହାଯାଉଛି। ତେବେ ବର୍ତ୍ତମାନ ଦାଉଦର ନୂଆ ଗାର୍ଲଫ୍ରେଣ୍ଡକୁ ନେଇ ଚର୍ଚ୍ଚା ଜୋର…

ଦାଉଦ ଇବ୍ରାହିମ୍‌ଙ୍କ ଜନ୍ମଦିନରେ ଲେଖିଲେ ‘‘Happy Birthday Boss’’, ବାନ୍ଧିନେଲା ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ

ଫେସ୍‌ବୁକ୍‌ରେ ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଜଣେ ବ୍ୟକ୍ତି ହଟହଟା ହୋଇଛନ୍ତି। ଦାଉଦଙ୍କ ଜନ୍ମଦିନ ପାଳନ କରିଥିବା ବ୍ୟକ୍ତିଙ୍କୁ ବାନ୍ଧି ନେଇଛି ମୁମ୍ବାଇ ପୋଲିସ। ଗିରଫ ଅଭିଯୁକ୍ତମାନେ କେକ୍‌ କାଟି ଦାଉଦଙ୍କ ଜନ୍ମଦିନ ପାଳନ କରିବା ସହ ତାହାକୁ…