Browsing Tag

DAY-2

କଷ୍ଟକର ଖ୍ରୀଷ୍ଟଚର୍ଚ୍ଚ ପିଚ୍‌ରେ ଭାରତର ଦ୍ୱିତୀୟ ପାଳି ୯୦/୬, ମ୍ୟାଚ୍‌ କାହା ପକ୍ଷରେ ଯିବ ତାକୁ ନେଇ କଳ୍ପନା ଜଳ୍ପନା

ଖ୍ରୀଷ୍ଟଚର୍ଚ୍ଚ : ପ୍ରଥମ ଇନିଂସ୍‌ରେ ଯାହା କରିଥିଲା ଦ୍ୱିତୀୟ ଇନିଂସ୍‌ରେ ଆହୁରି ଖରାପ ବ୍ୟାଟିଂ କଲା ଟିମ୍‌ ଇଣ୍ଡିଆ । ଯାହାଫଳରେ ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୬ ଓ୍ଵିକେଟ୍‌ ହରାଇ ୯୦ ରନ୍‌ କରିଛି । ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ୨୩୫ ରନ୍‌ରେ…

ରଣଜୀ ଟ୍ରଫି : ରାଜେଶଙ୍କ ୧୧୦କୁ ଋତୁରାଜଙ୍କ ୧୧୦, ଓଡ଼ିଶା ଠାରୁ ୭୪ ରନ୍‌ ପଛରେ ଅଛି ମହାରାଷ୍ଟ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସ୍‌ ୨୯୩ ରନ୍‌ରେ ଶେଷ ହୋଇଛି । ଜବାବରେ ମହାରାଷ୍ଟ୍ର ଟିମ୍‌ ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍‌ ହରାଇ କରିଛି ୨୧୯ ରନ୍‌ । ଋତୁରାଜ…

ଭାରତ-ଇଣ୍ଡିଜ୍‌ ପ୍ରଥମ ଟେଷ୍ଟ : ଭାରତର ପ୍ରଥମ ଇନିଂସ୍‌ ୨୯୭ ରନ୍‌ରେ ଶେଷ

ନର୍ଥ ସାଉଣ୍ଡ ଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ୨୯୭ ରନ୍‌ କରି ତାର ପ୍ରଥମ ଇନିଂସ୍‌ ଶେଷ କରିଛି । ଆଜି ଦ୍ୱିତୀୟ ଦିନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୫୮ ରନ୍‌ କରି ଅନ୍ତିମ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆଉଟ୍‌ ହୋଇଥିଲେ । ଗତକାଲି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍‌…

ରଣଜୀ ମୁକାବିଲା : ଟିକିଏ କଷ୍ଟ କଲେ ପୁଣି ତିନି ଦିନରେ ଜିତିବ ଓଡ଼ିଶା

କଟକ (କେ ନ୍ୟୁଜ୍‌) : କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିବସରେ ତ୍ରିପୁର ତାର ଦ୍ୱିତୀୟ ଇନିଂସ ଆରମ୍ଭ କରି ଆଜିର ଖେଳ ଶେଷ ସୁଦ୍ଧାା ୫ ଓ୍ଵିକେଟ୍‌ରେ ୧୩୦ ରନ୍‌ ସଂଗ୍ରହ କରିଛି । ଏବେ ଓଡ଼ିଶା ଠାରୁ ମାତ୍ର ୪୦ ରନ୍‌ ଆଗରେ ଅଛି । ଯଦି ଆସନ୍ତାକାଲି…

ରଣଜୀ ମୁକାବିଲା : ପ୍ରଥମ ପାଳିରେ ଓଡ଼ିଶା ୮୯ ରନ୍‌ରେ ଆଗୁଆ

କଟକ (କେ ନ୍ୟୁଜ୍‌) : ତ୍ରିପୁରା ସହ ରଣଜୀ ମ୍ୟାଚ୍‌ରେ ୨୧୧ ରନ୍‌ କରି ଅଲ୍‌ଆଉଟ୍‌ ହେଲା ଓଡ଼ିଶା ଦଳ । କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ମ୍ୟାଚ୍‌ର ଆଜି ଦ୍ୱିତୀୟ ଦିବସରେ ତ୍ରିପୁରା ୮୯ ରନ୍‌ ପଛରେ ରହି ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି । ଗତକାଲି ପ୍ରଥମ ଦିବସରେ…

ହରିଆଣା ସହ ରଣଜୀ ମୁକାବିଲା : ଓଡ଼ିଶା ୩୨୪ ରନରେ ଅଲ୍ଆଉଟ୍

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ଷ୍ଟାଡିୟମରେ ହରିଆଣା ସହ ଚାଲିଥିବା ରଣଜୀ କ୍ରିକେଟ୍ ମ୍ୟାଚରେ ଓଡ଼ିଶା ୩୨୪ ରନ୍ କରି ଅଲଆଉଟ୍ ହୋଇଛି। ଆଜି ଦ୍ବିତୀୟ ଦିନରେ କେବଳ ମଧ୍ୟଭାଗ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର ୭୧ ରନ୍ କରିବାକୁ ସମର୍ଥ ହୋଇଥିଲେ । ସେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ସ୍ପିନର ଟିନୁ…

ଭାରତର ରନ୍ ପାହାଡ଼ ତଳେ ଦବି ଗଲା ଇଣ୍ଡିଜ୍

ରାଜକୋଟ : ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୬୪୯ ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଏହା ପରେ ବୋଲରମାନେ ଦୁର୍ବଳ ୱେଷ୍ଟଇଣ୍ଡିଜ୍ ଦଳର ୬ଟି ପ୍ରମୁଖ ୱିକେଟ୍ ମାତ୍ର ୯୪ ରନରେ ଖସାଇ ଦେଇଛନ୍ତି । ଫଲୋଅନ୍ ଏଡ଼ାଇବାକୁ ସଂଘର୍ଷ କରୁଥିବା ଭ୍ରମଣକାରୀ ଦଳ ଉଭୟ ବୋଲିଂ ଓ…