୩୩ ବର୍ଷ ବୟସରେ ରକେଟ ସ୍ପିଡ୍ରେ କ୍ୟାଚ୍ ଧରିଲେ ଶିଖା, ଭାଇରଲ ହେଉଛି ଭିଡିଓ
ମହିଳା ପ୍ରିମିୟର ଲିଗର ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁମ୍ବାଇର ଡିଓ୍ଵାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିଲା । ମ୍ୟାଚରେ ଦିଲ୍ଲୀ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚର ଏକ ଭିଡିଓ ସୋସିଆଲ…