ରାଗି ଯାଇ ବ୍ୟାଟରଙ୍କୁ ପ୍ୟାଭିଲିଅନ ଡାକିଲେ ପନ୍ତ, ତେଣୁ କୁଲଦୀପଙ୍କୁ ଚାପୁଡା ମାରିଲେ ଚହଲ: ଦେଖନ୍ତୁ ଭିଡିଓ
ଆଇପିଏଲ୍ ୨୦୨୨ ସିଜିନରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜବରଦସ୍ତ ମ୍ୟାଚ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କ ଟିମ୍ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ହରାଇଥିଲା। ଏହି ମ୍ୟାଚ୍ ସମୟରେ ଦିଲ୍ଲୀ ଟିମ୍ର ଅଧିନାୟକ ଋଷଭ…