TV ଦେଖିବା ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ…! DD Free Dish ସହିତ ମାଗଣାରେ ଦେଖନ୍ତୁ ୧୦୦ରୁ ଅଧିକ…
କ’ଣ ଆପଣ ବିନା ଟଙ୍କାଟିଏ ଖର୍ଚ୍ଚ କରି ମାଗଣାରେ ଟିଭି ଚ୍ୟାନେଲ ଦେଖିବାକୁ ଚାହୁଁଛନ୍ତି? ହଁ, ଏହା ସମ୍ଭବ। ଏଥିପାଇଁ ଆପଣଙ୍କୁ DD Free Dish ସର୍ଭିସ୍ର ଫାଇଦା ନେବାକୁ ହେବ। DD Free Dish ସହିତ ଆପଣଙ୍କୁ କୌଣସି ବି ମାସିକ ସବ୍ସକ୍ରିପ୍ସନ ପେ’ କରିବାକୁ ପଡ଼ିବ ନାହିଁ। DD Free Dishରୁ…