Browsing Tag

dead

ଚକା ଫାଟି ଓଲଟିଲା ଡାଲା ଅଟୋ: ୨ ମୃତ, ୧୩ରୁ ଊର୍ଦ୍ଧ୍ବ ଆହାତ

ଭଞ୍ଜନଗର : ଚକା ଫାଟି ଓଲଟିଲା ଡାଲା ଅଟୋ । ଦୁର୍ଘଟଣାରେ ୨ ମୃତ, ୧୩ ରୁ ଊର୍ଦ୍ଧ୍ବ ଆହାତ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସୋରଡା - ଭଂଜନଗର ରାସ୍ତାର କୁଲାଙ୍ଗି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସୋରଡ଼ା ଥାନା ବାଘଲିଙ୍ଗି ଗାଁର ଏକ ପରିବାର ମାନସିକ ପୂଜା…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଦୁଇ ମୃତ

ବଲାଙ୍ଗୀର: ବଲାଙ୍ଗୀର-ଟିଟଲାଗଡ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗଛରେ ପିଟି ହୋଇ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏନଏଚ୍ ୨୬ ମଠଖାଇ ପାହାଡ ନିକଟରେ ଏଭଳି ଅଘଟଣ ଘଟିଛି । ବାଇକ୍ ଆରୋହୀଙ୍କ ଗାଡ଼ି ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି…

ରାମ ନବମୀରେ ଦୁର୍ଘଟଣା : ଓଲଟିଲା ତୀର୍ଥଯାତ୍ରୀ ବସ୍‌, ଜଣେ ମୃତ; ୨୦ରୁ ଊର୍ଦ୍ଧ୍ବ ଗୁରୁତର

ଭୁବନେଶ୍ବର/ ପିପିଲି : ଭୁବନେଶ୍ବର ଉତ୍ତରାରେ ବଡ଼ ଦୁର୍ଘଟଣା ଘଟିଛି । ବସ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ଜଗନ୍ନାଥଙ୍କ ଦର୍ଶନ ପାଇଁ ୬୫ରୁ ଅଧିକ ବାଂଲା ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ବାହାରିଥିଲା ବସ । ବିଳମ୍ବିତ ରାତିରେ ପିପିଲି ଉତ୍ତରା ଛକ…

ଭାରସାମ୍ୟ ହରାଇ ପୋଖରୀରେ ପଶିଲା କାର, ୨ ମୃତ

ଗୋପ: ଦେଇପାରିଲେନି ପରୀକ୍ଷା, ଚାଲିଗଲା ଜୀବନ । ପୋଖରୀରେ ପଶିଲା କାର, ୨ ମୃତ । ନିମାପଡ଼ା ରାସ୍ତାର ଜୁଣେଇ ଶଙ୍ଖ ଛକ ନିକଟରେ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ କାର କୋଣାର୍କରୁ ନିମାପଡ଼ା ଯାଉଥିବାବେଳେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଥିଲା । ସ୍ଥାନୀୟ ଲୋକେ…

ତେଲଙ୍ଗାନାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା, ୪ ଓଡ଼ିଆଙ୍କ ମୃତ୍ୟୁ

ମାଲକାନଗିରି : ଘନ କୁହୁଡ଼ି ହେଲା କାଳ । ତେଲଙ୍ଗାନାରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି ।  କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି  । ସିନାପାଲିରୁ ୩୨ଜଣଙ୍କୁ ନେଇ…

ବାଣ ନା ବିସ୍ଫୋରକ ? ଭୟଙ୍କର ବିସ୍ଫୋରଣରେ ଉଡିଲା ଛାତ : ୨ ମୃତ, ଦୁଇ ଗୁରୁତର

ଜଗତସିଂହପୁର : ବାଣ ନା ବିସ୍ଫୋରକ ?  ଭୟଙ୍କର ବାଣ ବିସ୍ଫୋରଣ । ଉଡ଼ିଲା ଛାତ, ଥରିଲା ସହର । ଜଗତସିଂହପୁର ବଡ଼ବାଗରେ ଭୟଙ୍କର ବାଣ ବିସ୍ପୋରଣ । ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ରାତି ପ୍ରାୟ…

ବେଙ୍ଗାଲୁରୁରେ ଚାଞ୍ଚଲ୍ୟ: ଘରେ ପଶି ମହିଳା ସରକାରୀ ଅଧିକାରୀଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ବେଙ୍ଗାଳୁରୁ (କେନ୍ୟୁଜ): ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି । କର୍ଣ୍ଣାଟକ ସରକାରଙ୍କ ଅଧୀନରେ ଖଣି ଓ ଭୂତତ୍ତ୍ବବିତ୍‌ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ତାଙ୍କ ବାସଭବନରେ ଛୁରି ଭୁସି ହତ୍ୟା କରାଯାଇଥିବା କଥା ପୋଲିସ କହିଛି। ମହିଳା ଜଣଙ୍କ ହେଲେ ୩୭ ବର୍ଷୀୟ…

ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା, ପୂର୍ବ ଶତ୍ରୁତା ଥିବା ସନ୍ଦେହ

ବ୍ରହ୍ମପୁର (କେନ୍ୟୁଜ): ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ‌ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ ମୋହନ ମହାପାତ୍ର। ଗତକାଲି ମୋହନ…

ବାଣପୁର ମେଡିକାଲରେ ରୋଗୀକୁ ଇଞ୍ଜେକ୍ସନ ଦେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ, ପରିବାର ଲୋକେ କହିଲେ ଭୂଲ ଇଞ୍ଜେକ୍ସନ…

ଟାଙ୍ଗୀ(କେନ୍ୟୁଜ୍): ଆଜି ଖୋରଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି। ମୃତକ କୋଳଥଡିହ ଗ୍ରାମର ପାଣ୍ଡ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ…

ଡିଜେ ସାଉଣ୍ଡରୁ ଗଲା ଜୀବନ: ନାଚୁ ନାଚୁ ଟଳି ପଡିଲେ ବାଳକ

ସାଲେପୁର (କେନ୍ୟୁଜ): ପୁଣି ଡିଜେ ସାଉଣ୍ଡରେ ଗଲା ଏକ ନିରୀହ ବାଳକର ଜୀବନ। ମାହାଙ୍ଗା ଥାନା ଅଧୀନ ବରାହିପୁର ଠାରେ ହେଉଥିବା ବିଦେଇବାବାଙ୍କର ଚଇତି ମେଲଣରେ ବାଜୁଥିଲା ଡିଜେ ମିଶା ଗୀତ। ଗୀତର ତାଳେ ତାଳେ ଝୁମୁ ଥିଲେ ଯୁବ ପିଢ଼ି। ହେଲେ ନାଚୁ ନାଚୁ ଟଳି ପଡିଲେ ବରାହିପୁର ଗ୍ରାମର ନରହରି…

ବରର ବାଟବରଣ ପାଇଁ ଠିଆ ହୋଇଥିବା କନ୍ଯା ଯାତ୍ରୀଙ୍କ ଉପରକୁ ମାଡିଗଲା ସ୍କର୍ପିଓ: ୩ ମୃତ, ୧୫ ଆହତ

ବ୍ରହ୍ମପୁର(କେନ୍ୟୁଜ):ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ଠିକ୍‌ ଏମିତି ଜଗି ବସିଥିଲା ଯମ, ଆଉ ବାହାଘର ଉତ୍ସବରେ ଯୋଗ ଦେଇଥିବାବେଳେ ଚାଲିଗଲା ଜୀବନ। ବରକୁ ବରଯାତ୍ରୀ ପାଖେଇ ଆସୁଥିଲେ । ଏପଟେ ବରକୁ ପାଛୋଟି ନେବା ପାଇଁ କନ୍ଯା ଯାତ୍ରୀବି ସବୁ…

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମହିଳା ଶ୍ରମିକ ମୃତ, ୧୭ଆହତ, ୩ ଗୁରୁତର

ରାୟଗଡ଼ା (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ । ଏହି ଦୁର୍ଘଟଣାରେ ୧୭ ଶ୍ରମିକ ଆହତ ଥିଲାବେଳେ ୩ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଅଟୋରେ ୧୮ ଜଣ ମହିଳା ଶ୍ରମିକ…