Browsing Tag

dead blue whale

ମେଦିନିପୁର ମନ୍ଦାରମଣୀ ସମୁଦ୍ର ବେଳାଭୂମିରୁ ବିଶାଳକାୟ ମୃତ ନୀଳ ତିମି ଉଦ୍ଧାର

ପଶ୍ଚିମବଙ୍ଗ : ବଙ୍ଗୋପସାଗର ସମୁଦ୍ର ବେଳାଭୂମିରୁ ବିଶାଳକାୟ ମୃତ ନୀଳ ତିମି ଉଦ୍ଧାର। ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ମନ୍ଦାରମଣୀ ସମୁଦ୍ର କୂଳରେ ଆଜି ଏକ ବିରାଟକାୟ ମୃତ ନୀଳ ତିମି ଲାଗିଥିବା ଦେଖିବାକୁ ମିଳିଥିଲା। ଏହାର ଲମ୍ବ ପ୍ରାୟ ୪୫ଫୁଟ ହୋଇଥିବାବେଳେ ଚଉଡା ୧୦ଫୁଟ ଓ ଓଜନ ପ୍ରାୟ…