ଯାଜପୁର: ଅଳପୁଆ ଗ୍ରାମରେ ଅଘଟଣ, ପୋଖରୀରେ ଭାସୁଛି ୨ଟି ମୃତଦେହ
ଯାଜପୁର (କେନ୍ୟୁଜ): ପୋଖରୀରେ ଭାସୁଛି ୨ଟି ମୃତଦେହ।ଯାଜପୁର ଜିଲ୍ଲା ଅର୍ଥଙ୍ଗା ପଂଚାୟତ ଅଳପୁଆ ଗ୍ରାମରେ ଘଟିଛି ଏହି ଅଘଟଣ। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। ସୂଚନା ମୁତାବକ, ସୋମବାର ରାତିରେ ଅଳପୁଆ ଗ୍ରାମରେ ଥିବା ପୋଖରୀକୁ ସ୍ଥାନୀୟ ଗ୍ରାମର ୩ଜଣ ବ୍ୟକ୍ତି ମାଛ ଧରିବାକୁ…