Browsing Tag

dead body found

ଭୁବନେଶ୍ୱର: ଗେଷ୍ଟ ହାଉସରୁ ବ୍ୟବସାୟୀଙ୍କ ମୃତଦେହ ଜବତ

ଭୁବନେଶ୍ୱର (କେନ୍ୟୁଜ୍‌): ଗେଷ୍ଟ ହାଉସରୁ ମୃତଦେହ । ଭୁବନେଶ୍ୱରରେ ବ୍ୟବସାୟୀଙ୍କ ସନ୍ଦେଜନକ ମୃତ୍ୟୁ । ଭୁବନେଶ୍ୱର ମୈତ୍ରି ବିହାର ଥାନା ଶାନ୍ତି ଗେଷ୍ଟ ହାଉସରୁ ମୃତଦେହ ଜବତ କରାଯାଇଛି । ମୃତଦେହଟି ଗଳିତ ଅବସ୍ଥାରେ ରହିଥିଲା । ମୃତକ ହେଉଛନ୍ତି ବ୍ୟବସାୟୀ ତପନ ପ୍ରସାଦ ଆଚାର୍ଯ୍ୟ ।…

ରାସ୍ତାରେ ପଡ଼ିଛି ରକ୍ତ ଜୁଡୁଜୁଡୁ ମୃତଦେହ

ବ୍ରହ୍ମପୁର (କେନ୍ୟୁଜ୍): ରାସ୍ତାରେ ପଡ଼ିଛି ରକ୍ତ ଜୁଡୁଜୁଡୁ ମୃତଦେହ। ବ୍ରହ୍ମପୁର ଟାଉନ ଥାନା ଗାନ୍ଧୀନଗର ଦ୍ଵିତୀୟ ଲାଇନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ବିଜିପୁର ଅମ୍ବିକା ନଗରର ରଙ୍କ ସେଠୀ। ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହତ୍ୟା କରି ଦୁର୍ବୃତ୍ତ…

ଚାଞ୍ଚଲ୍ୟ! ୨ ଦିନ ହେଲା ଗାଁ ଦାଣ୍ଡରେ ପଡି ରହିଛି ମୃତଦେହ

କାଲିମେଳା(କେନ୍ୟୁଜ): ଗାଁରେ ଚାଞ୍ଚଲ୍ୟ। ୨ ଦିନ ହେଲା ଗାଁ ଦାଣ୍ଡରେ ପଡି ରହିଛି ମୃତଦେହ । ମାଲକାନଗିରି ବାପନପଲ୍ଲୀ ଗାଁର ଘଟଣା । ଦୁଇ ଦିନ ତଳେ ବ୍ୟକ୍ତି ଜଣକୁ ଗାଁକୁ ଆସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ଗତକାଲି ହଠାତ୍ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣା…

ଦୟା ନଦୀ କୂଳରୁ ଅଖା ଭିତରେ ଯୁବତୀଙ୍କ ମୃତଦେହ ଉଦ୍ଧାର,ତଦନ୍ତ କରୁଛି ପୋଲିସ

ପୁରୀ(କେନ୍ୟୁଜ୍):  ଅଖା ଭିତରେ ଯୁବତୀଙ୍କ ମୃତଦେହ । ପୁରୀ ଜିଲ୍ଲା କଣାସ ନୂଆଗାଁ ନିକଟ ଦୟା ନଦୀ କୂଳରୁ ଯୁବତୀଙ୍କ ମୃତଦେହ ମିଳିବା ପରେ ତନାଘନା ତଦନ୍ତ କରୁଛି ପୋଲିସ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ…

ଭୁବନେଶ୍ବର ପ୍ରାଚୀବିହାରରେ ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, SBI ଫାଇନାନ୍ସରେ କାମ କରୁଥିଲେ

ଭୁବନେଶ୍ବର(କେନ୍ୟୁଜ୍): ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଭୁବନେଶ୍ବର ପ୍ରାଚୀବିହାର ଅଞ୍ଚଳର ଏକ ଘରୁ ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ବର ଥାନା ପୋଲିସ। ମୃତ ଯୁବକଙ୍କ ନା ଦୀପକ ଦାସ। ତାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ । ସେ ଭୁବନେଶ୍ବରରେ ଘର ଭଡ଼ା ନେଇ ରହି SBI ଫାଇନାନ୍ସରେ…

ଦିଲ୍ଲୀରେ ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ, ଫ୍ଲାଏ ଓଭର ତଳୁ କଳା ପଲିଥିନରେ ମିଳିଲା ଯୁବତୀଙ୍କ ଖଣ୍ଡ ଖଣ୍ଡ ମୃତଦେହ

ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଆଉ ଏକ ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି। ରାଜଧାନୀର ଗୀତା କଲୋନୀ ଫ୍ଲାଏ ଓଭର ତଳୁ ଜଣେ ଯୁବତୀଙ୍କର ଖଣ୍ଡ ଖଣ୍ଡ ମୃତଦେହ ମିଳିଛି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳ ୯ଟାରେ ଗୀତା…

ବନ୍ଦ ଘରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା, ହତ୍ୟାକାରୀ ଥିଲା ସାନ ଭାଇ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ସାଲେପାଲିରେ ବନ୍ଦ କୋଠରୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା । ହତ୍ୟାକାଣ୍ଡ ରହସ୍ୟ ଖୋଲିଲା ବଲାଙ୍ଗିର ପୋଲିସ । ରିଙ୍କୁ ମେହେରକୁ ହତ୍ୟା କଟିଛି ତାର ସାନଭାଇ । ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସୂଚନା । ଗତ ୧୭ ତାରିଖରେ…

ଗତ ଦୁଇଦିନ ହେଲା ନିଖୋଜ ଥିଲେ ସେବକ: ଗାଁ ମୁଣ୍ଡରୁ ମିଳିଲା ମୃତଦେହ, ସମ୍ପର୍କୀୟ ଆଣିଲେ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର (କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଯୁବକକୁ ହତ୍ୟା ଅଭିଯୋଗ । ବୀରମହାରାଜପୁର ପୋଲିସର ତଦନ୍ତ ଅରମ୍ଭ । ମୃତକ ଜଣକ ହେଲେ ରୁଗୁଡିପାଲି ଗାଁର ସେବକ ଜଗଦଲା । ଗତ ଦୁଇଦିନ ହେଲା ସେବକ ଦଣ୍ଡ ଦେଖିବାକୁ ଯାଇ ଅଉ ଘରକୁ ଫେରିନଥିଲେ । ପରିବାର…

ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ପୋଲିସର ତଦନ୍ତ ଆରମ୍ଭ

କଣ୍ଟାବାଞ୍ଜି(କେନ୍ୟୁଜ୍): ଗତ ଦୁଇ ଦିନ ପୂର୍ବରୁ ନିଖୋଜ ଥିବା ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ସାବିଲିୟତ ହରପାଲ ବୋଲି ଜଣାପଡିଛି । କଣ୍ଟାବାଞ୍ଜି ସହରରେ ରହି ସାବିଲିୟତ କାମ କରୁଥିଲେ । ତେବେ ଆଜି…

ଘରୁ ସାଙ୍ଗମାନଙ୍କ ସହ ଭୋଜି କରିବାକୁ କହି ବାହାରିଥିଲେ, ହେଲେ ରାଜ୍ୟ ରାଜପଥ ବ୍ରିଜ୍ ତଳୁ ମିଳିଲା ମୃତଦେହ

ରାଉରକେଲା(କେନ୍ୟୁଜ୍): ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର। ରାଉରକେଲା ନିକଟ ମାଣ୍ଡିଆକୁଦାର ନିକଟ ୧୦ ନମ୍ବର ରାଜ୍ୟ ରାଜପଥର ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ମୃତକ ରାଜଗାଙ୍ଗପୁର ରିତୁ ବାରୁଆ ବୋଲି ଜଣାପଡ଼ିଛି। ଓଭର ବ୍ରିଜ୍ ତଳେ ଥିବା ଏକ କଲଭର୍ଟ ନିକଟ…

୧୦ ମାସ ଧରି ନିଖୋଜ ଥିବା ଛାତ୍ରୀଙ୍କ ମିଳିଲା ମୃତଦେହ, ମାଟି ଖୋଳି ଉଦ୍ଧାର କଲା ନୂଆପଡ଼ା ପୋଲିସ୍

ନୂଆପଡ଼ା(କେନ୍ୟୁଜ୍): ୧୦ ମାସ ପରେ ମିଳିଲା ମୃତଦେହ। ମାଟି ଖୋଳି ମୃତଦେହ ଉଦ୍ଧାର କଲା ପୋଲିସ୍। ଘଟଣାରେ ୬ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍। ନୂଆପଡ଼ାରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ମାଟିତଳେ ପୋତିଦେଇଥିଲା ଅଭିଯୁକ୍ତ। ଗତ…

ଗଜପତି: ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ରଘୁରାଜପୁର ସ୍ଥିତ ଗୁଦଗୁଦା ଜଳପ୍ରପାତରୁ ୨ଦିନ ପରେ ନିଖୋଜ ଯୁବକଙ୍କ ମୁତ ଦେହ ଉଦ୍ଧାର। ଚଳିତ ମାସ ୧ ତାରିଖରେ କିଛି ବନ୍ଧୁଙ୍କ ସହ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାତପାଟନମ୍‌ ଗ୍ରାମର ପି.ବମ୍ମସି ଗୁଦଗୁଦା ବୁଲିବାକୁ…