Browsing Tag

dead body found

ଡେରେଜାଙ୍କ ଡ୍ୟାମ୍‌ରୁ ଯୁବକ ନିଖୋଜ ଘଟଣା : ଦୁଇ ଦିନ ପରେ ମିଳିଲା ମୃତଦେହ

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ଜିଲ୍ଲାରେ ଡେରେଜାଙ୍ଗ ପ୍ରୋଜେକ୍ଟରେ ପାଣିରେ ବୁଡି ଯୁବକ ନିଖୋଜ ଘଟଣା। ଡେରେଜାଙ୍ଗ ଡ୍ୟାମ ପାଖରୁ ଭାସୁଥିବା ଅବସ୍ଥାରେ ମିଳିଲା ମୃତଦେହ। ଦୁଇଦିନ ପରେ ମିଳିଲା ମୃତଦେହ ମୃତ ଯୁବକ ଜଣଙ୍କ ହେଲେ ବିଭ୍ରାଂଶୁ ହୋତା। ସୂଚନା ଅନୁସାରେ ନାଲକୋର ଅବସର ପ୍ରାପ୍ତ…

ମାଛ ଧରା ଡଙ୍ଗାରୁ ଖସି ପଡି ଚିଲିକାରେ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ଟାଙ୍ଗୀ(କେନ୍ୟୁଜ୍): ଚିଲିକାରେ ଗତକାଲି ଡଙ୍ଗାରୁ ଖସି ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର। ଶବ ଉଦ୍ଧାର ହୋଇଛି ଚିଲିକାର ୮ ନଂ କୂଳ ନିକଟରୁ । ଗତକାଲି ମାଛ ଧରି ସାରି ଡଙ୍ଗାରେ ଫେରୁଥିବା ବେଳେ ଚିଲିକାର ଅଥଳ ଜଳ ରାଶିରେ ଖସି ପଡିଥିଲେ କଲେଜ୍ ପଢୁଆ ଯୁବକ ରଶ୍ମୀ ରଞ୍ଜନ ମଲ୍ଲିକ । ଜଳରେ…

ଜଙ୍ଗଲରୁ ମିଳିଲା ଭାଉଜ ଓ ଦିଅରଙ୍କ ମୃତଦେହ, ହତ୍ୟା କରାଯାଇଥିବା ଅନୁମାନ

ଉଦଳା(କେନ୍ୟୁଜ୍):  ଉଦଳା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରେ ପୁରୁଷ ମହିଳାଙ୍କ ମୃତଦେହ ଠାବ । ଆଜି ସକାଳେ ସ୍ଥାନୀୟ ଲୋକ ପତ୍ର ଓ ଛତୁ ତୋଳିବା ନିମନ୍ତେ ଆସିଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହ ଦେଖିବା ପରେ ଏ ନେଇ କପ୍ତିପଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ…

କଟକ ବାଦାମବାଡି ବସ୍‌ଷ୍ଟାଣ୍ଡ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଟକ(କେନ୍ୟୁଜ): ବସ୍‌ଷ୍ଟାଣ୍ଡ ଭିତରେ ମୃତଦେହ। କଟକ ବାଦାମବାଡି ବସ୍‌ଷ୍ଟାଣ୍ଡରୁ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯାତ୍ରୀ ବିଶ୍ରାମଗାର ସମ୍ମୁଖରେ ବସିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଓ ପରିଚୟ ଏଯାଏ ଅସ୍ପଷ୍ଟ ରହିଛି । ତେବେ…

ନିର୍ଦ୍ଦୟୀ ମା‘ର ହୃଦୟହୀନ କର୍ମ, ଜନ୍ମ ହେବା ପରେ ନବଜତ ଶିଶୁକୁ ପୋଖରୀରେ ଫୋପାଡ଼ି ଦେଲା

ନବରଙ୍ଗପୁର(କେନ୍ୟୁଜ୍):  ପୁଣି ଅଲଡା ହେଲା ନବଜାତ ଶିଶୁ। ଜନ୍ମ ହେବା ପରେ ପୋଖରୀରେ ଫୋପାଡ଼ି ଦେଇ ଚାଲିଗଲା ମା। ମା ଭୁଲିଗଲା ମାର ମମତା।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଠାରେ ଥିବା ନୂଆବନ୍ଧରୁ ଆଜି ଏକ ଅଲୋଡ଼ା ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଗତକିଛି ଦିନତଳେ…

ସନ୍ଦେହ ଜନକ ଭାବେ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ବସ୍ତାରେ ବନ୍ଧା ହୋଇ କୋଚିଲା ନଦୀରେ ଭାସୁଥିଲା ଶବ

ଭଦ୍ରକ(କେନ୍ୟୁଜ୍‌): ସନ୍ଦେହ ଜନକ ଭାବେ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର। କୋଚିଲା ନଦୀରୁ ଉଦ୍ଧାର ହୋଇଛି ଏହି ମୃତଦେହ। ଗତ ୨୮ତାରିଖ ଦିନ ପୀରହାଟ ଥାନା ଉପରଦୁମୁକା ଗାଁର ଧରଣୀଧର କୂଅଁର ନିଖୋଜ ହୋଇ ଯାଇଥିଲେ। ଆଜି କୋଚିଲା ନଦୀର ଅନଳ ଦିହ ଠାରେ ଏକ ବସ୍ତାରେ ବନ୍ଧା ହୋଇ…

କଟକ ଗୋରାକବର ନିକଟସ୍ଥ ମହାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ(କେନ୍ୟୁଜ୍‌): ମହାନଦୀରୁ ମୃତଦେହ ଉଦ୍ଧାର । କଟକ ଗୋରାକବର ନିକଟସ୍ଥ ମହାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଉଦ୍ଧାର କରିଛି ବିଡାନାସୀ ଥାନା ପୋଲିସ । ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କ ବୟସ ୩୫ବର୍ଷ ହେବ ବୋଲି ଅନୁମାନ…

ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପ୍ରେମ ଜନିତ ହତ୍ୟାକାଣ୍ଡ ନେଇ ସନ୍ଦେହ

ନୟାଗଡ଼(କେନ୍ୟୁଜ୍‌): ଘର ଭିତରେ ଯୁବକଙ୍କ ମୃତଦେହ। ମୃତ ଯୁବକ ଗଞ୍ଜାମ ଜିଲ୍ଲା ମନ୍ଦାର ନଳସାହିର ନୀଳା଼ଞ୍ଚଳ ପଣ୍ଡା। ନୟାଗଡ଼ ତୁଳସୀପୁରରେ ସେ ଏକ ଘର ଭଡ଼ା ନେଇ କଲେଜରେ ପାଠ ପଢୁଥିଲେ। ଆଜି ସକାଳୁ ଘର ଭିତରୁ ରକ୍ତ ଧାର ବୋହୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ନୟାଗଡ଼…

ରାଜଧାନୀର ଅଶୋକନଗର ଅଞ୍ଚଳରୁ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର(କେନ୍ୟୁଜ): ରାଜଧାନୀର ଅଶୋକନଗର ଅଞ୍ଚଳରୁ ଏକ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତ ବ୍ୟକ୍ତି ଅଶୋକ ନଗରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ମୃତ…

ଟିଟିଲାଗଡ଼: ଅପହୃତ ନାବାଳକର ମୃତଦେହ ଠାବ

ଟିଟିଲାଗଡ଼(କେନ୍ୟୁଜ୍): ଅପହୃତ ନାବାଳକର ମୃତଦେହ ଠାବ। ଟିଟିଲାଗଡ଼ ଥାନା ଶିକେର ଜଙ୍ଗଲ ନିକଟରେ ମୃତଦେହ ଠାବ ହୋଇଛି। ଗତ ଶନିବାର ଜଣେ ଯୁବକ ନାବାଳକକୁ ଅପହରଣ କରି ୧୦ ଲକ୍ଷ ମାଗିଥିଲା। ଟଙ୍କା ନ ମିଳିବାରୁ ନାବାଳକକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅପହରଣକାରୀ ଯୁବକ ସୁମିତକୁ…

ନିଖୋଜର ୧୦ ଦିନ ପରେ ମିଳିଲା ମୃତ୍ୟୁଦେହ, ୪ ଛୁଆଙ୍କ ଧରି ଏବେ କେମିତି ଜୀବନ କାଟିବ ସ୍ତ୍ରୀ

କରଞ୍ଜିଆ(କେନ୍ୟୁଜ୍): ନିଖୋଜ ର ୧୦ଦିନ ପରେ ମିଳିଲା ମୃତ୍ୟୁଦେହ । ଏପରି ଘଟଣା ସାମ୍ନାକୁ ଆସିଛି ଯଶୀପୁର ଥାନା ଅନ୍ତର୍ଗତ ଗେନ୍ତେଇସାହିରୁ । ସେହି ଗ୍ରାମର ଧନେଶ୍ୱର ଗୁଆ ନାମକ ଜୈନେକ ଯୁବକ ଗତ ୪ ତାରିଖ ଦିନ ଘର ଆଜବେଷ୍ଟ କିଣିବା ପାଇଁ ସାଙ୍ଗ ପିତାମ୍ବର ବେହେରାଙ୍କ ସହିତ ଘରୁ ୩୦ହଜାର…

ପାଣି ଟାଙ୍କି ପାହଚ ଉପରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ, କାଲିଠାରୁ ଥିଲେ ନିଖୋଜ୍

ଜଳେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖଗଡାପାଳ ଗ୍ରାମରେ ଥିବା ପାଣି ଟାଙ୍କି ନିକଟରୁ  ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ଜଣକ ଖଗଡାପାଳ ଗ୍ରାମର ଅଜୟ ଜେନା ବୋଲି ଜଣାପଡିଛି । ଖଗଡାପାଳ ଗ୍ରାମର ଅଜୟ ଜେନା ଗତକାଲି ଅପରାହ୍ନ ସମୟରୁ ଘରୁ କୁଆଡେ ଚାଲି…