Browsing Tag

dead body found

ମାଟିତଳୁ ଉଦ୍ଧାର ହେଲା ନିଖୋଜଙ୍କ ମୃତଦେହ, କ୍ଷେତକୁ କାମ କରିବା ପାଇଁ ଯାଇ ଫେରିନଥିଲେ ବିଘ୍ନରାଜ

ପାଟଣାଗଡ଼(କେନ୍ଯୁଜ୍): ମାଟିତଳୁ ଉଦ୍ଧାର ହେଲା ନିଖୋଜଙ୍କ ମୃତଦେହ । ପାଟଣାଗଡ଼ ବ୍ଲକ ଲରମ୍ବା ଥାନା ତମିଆଁ ଗାଁର ବିଘ୍ନରାଜ ପୁଟେଲଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି । କ୍ଷେତକୁ କାମ କରିବା ପାଇଁ ଯାଇ ଫେରିନଥିଲେ ବିଘ୍ନରାଜ । ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବାରୁ…

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର

ପିପିଲି(କେନ୍ଯୁଜ୍): ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର । ଗୋବିନ୍ଦିପୁର ମାଟିଆପଡା ଗାଁର ସୌମ୍ୟରଞ୍ଜନ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଢେଙ୍କାନାଳ: ପଡାଛକ କାଜଲ ଢାବା ସମ୍ମୁଖରେ ଛିଡା ହୋଇଥିବା ଏକ କାର୍‌ ଭିତରେ ପଡି ରହିଛି ମୃତଦେହ

ଢେଙ୍କାନାଳ (କେନ୍ଯୁଜ୍):କାର୍‌ ଭିତରେ ମୃତଦେହ। ଢେଙ୍କାନାଳ ହିନ୍ଦୋଳ ଥାନା ଅନ୍ତର୍ଗତ ପଡାଛକ କାଜଲ ଢାବା ସମ୍ମୁଖରେ ଛିଡା ହୋଇଥିବା ଏକ କାର୍‌ ଭିତରୁ ମୃତଦେହ ଉଦ୍ଧାର। ହିନ୍ଦୋଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। କାର୍‌ କାଚ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଛି। ମୃତ…

ପୁରୀ ଇଡ଼କୋ ରୋଡ଼ ପାର୍ଶ୍ୱ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର, ପାଖରେ ପଡିଥିବା ବ୍ଯାଗରୁ ମିଳିଛି ପରିଚୟପତ୍ର

ପୁରୀ(କେନ୍ଯୁଜ୍): ପୁରୀ ସଦର ଥାନା ଅନ୍ତର୍ଗତ ସିପସରୁବାଲି ଅଂଚଳ ଇଡ଼କୋ ରୋଡ଼ ପାର୍ଶ୍ୱ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର । ସେଠାରେ ପଡିଥିବା ଏକ ବ୍ୟାଗରୁ ପରିଚୟପତ୍ର ମିଳିଛି । ଭୁବେନେଶ୍ୱର ସ୍ଥିତ ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିର ସଂଜୀବ ମାଝୀ ବୋଲି ପରିଚୟ ପତ୍ରରେ ଉଲେଖ ରହିଛି…

OUAT ଷ୍ଟାଫ୍‌ କ୍ୱାର୍ଟରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଚାଞ୍ଚଲ୍ୟ। ଝୁଲନ୍ତା ଅବସ୍ଥାରେ ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର। OUAT ଷ୍ଟାଫ୍‌ କ୍ୱାର୍ଟରରୁ ମହିଳା ପ୍ରଫେସର ବାସନ୍ତୀ ଜେନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ…

କାଠ ଯୋଡି ନଦୀ ପଠାରେ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ କରୁଛି ତଦନ୍ତ

କଟକ(କେନ୍ଯୁଜ୍): କାଠ ଯୋଡି ନଦୀ ପଠାରେ ଯୁବକଙ୍କ ଅର୍ଦ୍ଧ ପୋଡା ମୃତଦେହ ଉଦ୍ଧାର । ଶରୀରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବାବେଳେ, ମୁଣ୍ଡଟି ବାଲି ଭିତରେ ପୋତା ଯାଇଛି। ଶରୀର ବାହାରେ ରହିଛି। ଘଟଣାସ୍ଥଳରେ ପୁରୀଘାଟ ଥାନା ପୋଲିସ ପହଁଚି ତଦନ୍ତ କରୁଛି। ତେବେ ଏହା ଆତ୍ମହତ୍ୟା କି ହତ୍ୟା ସେ…

ମାଆ ଡ୍ରେସ ଧରି ଝିଅକୁ ଅପେକ୍ଷା କରି ରହିଛି କିନ୍ତୁ ମିଳିଲା ଝିଅର ମୃତଦେହ

କଳସୀ ରଖାଯାଇଛି ପାଖରେ ନୂଆ ଡ୍ରେସ ବି ରଖାଯାଇଛି। ଝିଅକୁ ଗାଧୋଇ ସାରି ପଢ଼ୁଆଁ କରିବାକୁ ଗଲାବେଳେକୁ ଆଉ ନାହିଁ ଝିଅ। ପ୍ରଥମାଷ୍ଟମୀରେ ପଢ଼ୁଆଁ ହେବା ପୂର୍ବରୁ ହଜିଗଲା ଝିଅ। ମିଳୁନି ଅଲିଅଳି ଗେଲ୍ହା ଝିଅ। ମାଆ କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି, ଏପଟେ ବାପା ବି ଅବାକ। କଣ ହୋଇଗଲା…

ସହିଦନଗରର ଏକ ଡ୍ରେନ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ଡ୍ରେନ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ସହିଦନଗର ପ୍ରଭୁଜୀ ସ୍କୁଲ ସାମ୍ନାରେ ଥିବା ଡ୍ରେନରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଶମ୍ଭୁନାଥ ବାରିକ୍‌ । ପଥରବନ୍ଧ ବସ୍ତି ଅଞ୍ଚଳରେ ଥିବା ଏକ ସେଲୁନରେ କାମ କରୁଥିଲେ ଶମ୍ଭୁନାଥ । ମୃତ୍ୟୁର କାରଣ ଅସ୍ପଷ୍ଟ…

କୋରାପୁଟ: ପାହାଡରୁ ଯୁବତୀଙ୍କ ମୃତ ଦେହ ଠାବ, ମୁହଁ ଓ ଛାତିକୁ ପଥର ଛେଚି ବୀଭତ୍ସ ହତ୍ୟା 

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଆମ୍ପାବିଲି ଗାଁ ନିକଟ ପାହାଡରୁ ଯୁବତୀଙ୍କ ମୃତ ଦେହ ଠାବ । ତାଙ୍କ ମୁହଁ ଓ ଛାତିକୁ ପଥର ଛେଚି ବୀଭତ୍ସ ହତ୍ୟା  କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଛନ୍ତି ।…

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ଦେହସାରା କଟା ଦାଗ

କଣ୍ଟାମାଳ(କେନ୍ଯୁଜ୍): ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର । ଦେହସାରା କଟା ଦାଗ । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ କେହି ଅତି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋପାଳମାଳ ପେଟ୍ରୋଲ ପମ୍ପ ନିକଟରେ…

ଯୁବତୀଙ୍କ ହାତ ବନ୍ଧା ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ

କେନ୍ଦୁଝର(କେନ୍ୟୁଜ) : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ୨୦ ବର୍ଷ ବୟସ୍କା ଯୁବତୀଙ୍କ ହାତ ବନ୍ଧା ଶବ ପୋଖରୀରୁ ଉଦ୍ଧାର କରାଯାଇଛି । ଯୁବତୀଙ୍କ ହାତ ପଛରୁ ବନ୍ଧା ଯାଇଥିବାରୁ ଏବଂ ତାଙ୍କ ଅନ୍ତବସ୍ତ୍ର ପୋଖରୀ ନିକଟ ଏକ ଗଛ ନିକଟରୁ ଉଦ୍ଧାର…

ଲକ୍ଷ୍ମୀସାଗର ଗାଁ ମାଳୀହତା ପୋଖରୀରୁ ଅଜଣା ଯୁବକଙ୍କ ମୃତଦେହ ଠାବ

ଭୁବନେଶ୍ବର(କେନ୍ଯୁଜ୍): ଲକ୍ଷ୍ମୀସାଗର ଗାଁ ମାଳୀହତା ପୋଖରୀରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ। ଗତକାଲି ପ୍ରାୟ ସନ୍ଧ୍ୟା ୮ଟା ବେଳେ ଗାଁ ଲୋକ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ପୋଖରୀରୁ କାଢି ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ତେବେ…