Browsing Tag

dead body found

ପୁରୀ: ଗତକାଲି ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ଦୁଇ ଯୁବକ, ଆଜି ଉଦ୍ଧାର ହେଲା ମୃତଦେହ

ପୁରୀ(କେନ୍ୟୁଜ୍):  ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ନିଖୋଜ ଥିବା ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର। ପ୍ରଥମେ ଦିଗବାରିଣୀ ଛକ ସମ୍ମୁଖ ବେଳାଭୂମିରୁ ମୃତଦେହ ଉଦ୍ଧାର ହୋଇଛି। ଯୁବକ ହେଲେ ଉତ୍ତରପ୍ରଦେଶ ଛିତ୍‌ର ୨୧ ବର୍ଷୀୟ ଅନୀଲ ଶିଖରୱାଲ୍‌ । ପେଣ୍ଠକଟା ଶ୍ରୀବିହାର ନିକଟ ବେଳାଭୂମିରୁ…

ଝାରସୁଗୁଡ଼ା: ଟ୍ରେନ ଲାଇନରୁ ଯୁବକର ଖଣ୍ଡ ବିଖଣ୍ଡିତ ମର ଶରୀର ଉଦ୍ଧାର, ଆତ୍ମହତ୍ୟା କରିଥିବା ନେଇ ପୋଲିସର ସନ୍ଦେହ

ଝାରସୁଗୁଡ଼ା(କେନ୍ୟୁଜ୍): ବ୍ରଜରାଜନଗର ରେଳଷ୍ଟେସନ ନିକଟ ଲଜକୁରା ସାଇଡିଂ ପାଖରେ ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ଶବ ଜବତ କରିଛି ବ୍ରଜରାଜନଗର ଜିଆରପି ପୋଲିସ। ମୃତ ଯୁବକ ଜଣକ ଗଙ୍ଗାନଗର ତେଲିପଡାର ୩୦ ବର୍ଷୀୟ ଛୋଟୁ ସିଂହ ବୋଲି ଜଣାପଡ଼ିଛି । ତେବେ କୌଣସି କାରଣରୁ ଛୋଟୁ ଆତ୍ମହତ୍ୟା କରିଥିବା…

ସାଳିଆ ଡ୍ୟାମରୁ ମିଳିଲା ଯୁବକର ମୃତଦେହ , ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ବାଲୁଗାଁ(କେନ୍ୟୁଜ): ସାଳିଆ ଡ୍ୟାମରେ ଅଜଣା ଯୁବକର ମ୍‌ତଦେହ ଉଦ୍ଧାର।  ହତ୍ୟା ନା ଆତ୍ମହତ୍ୟା ହୋଇଛି ତହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ଲୋକେ ଯୁବକର ମୃତଦେହ ଦେଖି ବାଣପୁର  ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି। ତେବେ…

କୁଆଖାଇ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ନାଁ କିଏ ହତ୍ୟା କରିଛି ତାହା ଅସ୍ପଷ୍ଟ

ଭୁବନେଶ୍ବର (କେନ୍ୟୁଜ୍) : କୁଆଖାଇ ନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭାସୁଥିବା ଅବସ୍ଥାରେ ବାଙ୍କୁଆଲ ଗାଁ ନିକଟରେ ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ନେଇ ବାଲିଅନ୍ତା ପୋଲିସକୁ ଖବର ଦିଆଯାଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଆତ୍ମହତ୍ୟା ନାଁ କିଏ ହତ୍ୟା କରି ନଦୀରେ…

ଯାଜପୁର: ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଯାଜପୁର: ଛତିଆ ଅମରାବତି ମଠ ପଛ ପାର୍ଶ୍ବରେ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ କିଛି ସ୍ଥାନୀୟ ଲୋକଙ୍କୁ ମଠ ପାର୍ଶ୍ୱ ଦୁର୍ଗନ୍ଧ ହେବାରୁ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବୈରୀ ପୋଲିସ ପହଞ୍ଚି ସେଠାରୁ ଏକ ଗଳିତ ଶବକୁ ଉଦ୍ଧାର କରିଥିଲା। ପ୍ରାଥମିକ ସ୍ଥିତିରୁ ଏହି…

କେନ୍ଦୁଝର : ଘର ଭିତରୁ ବାପା, ୩ ଝିଅଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝରରେ ଚାଞ୍ଚଲ୍ୟ । ଆନନ୍ଦପୁର ଥାନା ଉଲିବସା ଗାଁର ଗୋଟିଏ ଘର ଭିତରୁ ବାପା, ୩ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଛି । ୩ ଝିଅଙ୍କୁ ନିଜ ବାପା ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି ।

ରେଳ ଲାଇନରେ ଅଜଣା ମୃତ ଦେହ ଉଦ୍ଧାର, ଆରପିଏଫର ତଦନ୍ତ ଜାରି

ଯାଜପୁର: ହରୀଦାସପୁର ରେଳ ଷ୍ଟେସନ ନିକଟରେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ଜଣେ ଅଜଣା ବ୍ୟକ୍ତିଙ୍କ ଟ୍ରେନଲାଇନରେ କଟି ମୃତ୍ୟୁ ଘଟିଛି। ମୃତକଙ୍କ ସଠିକ ପରିଚୟ ମିଳିପାରିନାହିଁ। ସେ ଏକ ମାଟିଆ ରଙ୍ଗର ହାପ୍ ପ୍ୟାଣ୍ଟ ଓ ଧଳା ଛିଟ ସାର୍ଟ ପିନ୍ଧିଛନ୍ତି । ବ୍ୟକ୍ତି ଜଣଙ୍କ ବୟସ ପାଖାପାଖି ୪୫…

ମୟୂରଭଞ୍ଜ : ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଖୁଣ୍ଟା ଥାନା ଅଠିଲାଗଡ ଗାଁରେ ଚାଞ୍ଚଲ୍ୟ । ଚାଷ ଜମିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ କୃଷ୍ଣ ଖେଜୁରିଆ । ଗତ ରବିବାର କୃଷ୍ଣଙ୍କୁ ତାଙ୍କର ଜଣେ ସାଙ୍ଗ ଘରୁ ଡାକି ନେଇଥିଲେ । ପରେ ସେ ଆଉ ଘରକୁ ଫେରିନଥିଲେ । ପରେ ପରିବାର ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ବି…

କାଜୁ ବଗିଚାରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଝାଡ଼ପୋଖରୀ ଗ୍ରାମ ନିକଟସ୍ଥ କାଜୁ ବଗିଚାରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ ଘଟଗାଁ ବ୍ଲକ କଟରାବେଡା ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପତ୍ନୀ ମଙ୍ଗୁଳି ବେହେରା ବୋଲି…

ଖଣ୍ଡଗିରି : କଳିଙ୍ଗନଗର ଅଂଚଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଧୀନସ୍ଥ କଳିଙ୍ଗନଗର ଅଂଚଳରୁ ଗତକାଲି ରାତିରେ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ଘଟଣା ସ୍ଥଳରୁ ମିଳିଥିବା ବାଇକର ନମ୍ବରରୁ ଠିକଣା ମିଳିବା ପରେ ଯୁବକଙ୍କ ଘର ସିଜୁଆ ଗ୍ରାମରେ ବୋଲି ଜଣାପଡିଥିଲା ଏବଂ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇଥିଲା ।…

ନିଆଳି : ୪ବର୍ଷ ପରେ ମିଳିଲା ନିଖୋଜ ବୃଦ୍ଧଙ୍କ ଦେହାବଶେଷ

କଟକ : ୪ବର୍ଷ ପରେ ମିଳିଲା ନିଖୋଜ ବୃଦ୍ଧଙ୍କ ଦେହାବଶେଷ। କଟକ ନିଆଳି ଥାନା କଟିକଟା ଗାଁର ଧ୍ରୁବ ସାହୁ ୨୦୧୫ ଅଗଷ୍ଟ ୨ତାରିଖରେ ନିଖୋଜ ନେଇ ତାଙ୍କ ପୁଅ ଥାନାରେ କରିଥିଲେ ଅଭିଯୋଗ। ଧ୍ରୁବ ନିଖୋଜ ହେବା ପରେ ଘର ଲୋକ ଖୋଜାଖୋଜି କରି ନିରାଶ ହୋଇଥିଲେ। ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି…

ଯାଜପୁର ଯଖପୁରା ରେଳବାଇ ନୂତନ କଲୋନୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ୍) : ଯାଜପୁର ଯଖପୁରା ରେଳଷ୍ଟେସନ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ରେଳବାଇ ନୂତନ କଲୋନୀର ଏଫ-୨ କ୍ୱାଟରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ମୃତ ଯୁବକଙ୍କ ପରିଚୟ ମଳିନାହିଁ । ଯୁବକଙ୍କୁ ୨୦ରୁ ୨୫ ଦିନ ତଳେ ହତ୍ୟା କରାଯାଉଥିବା ସନ୍ଦେହ…